Jump to content

ଭାଲସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
ଭାଲସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ
Combination of
ValsartanAngiotensin II receptor antagonist
HydrochlorothiazideThiazide diuretic
Clinical data
Trade namesCo-vasotec, Diovan HCT, Co-Diovan, others
AHFS/Drugs.comFDA Professional Drug Information
MedlinePlusa611032
data
Pregnancy
category
  • US: D (Evidence of risk)
    Routes of
    administration
    By mouth
    Legal status
    Legal status
      (verify)

    ଭାଲସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାକ କୋ-ଡିଭୋଭାନ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେତେବେଳେ କେବଳ ଭାଲସାର୍ଟାନ ପର୍ଯ୍ୟାପ୍ତ ନୁହେଁ | [] ଏଥିରେ ଅଞ୍ଜିଓଟେନସିନ ରିସେପ୍ଟର ବ୍ଲକର ଶ୍ରେଣୀର ଭାଲସାର୍ଟାନ ଓ ଡାଇୟୁରେଟିକ ଶ୍ରେଣୀର ହାଇଡ୍ରୋକ୍ଲୋରୋଥିଆଜାଇଡ ଔଷଧ ଦ୍ୱୟର ଏକ ମିଶ୍ରଣ ଥାଏ | [] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା ଏବଂ ମୁଣ୍ଡବିନ୍ଧା ହୋଇପାରେ | [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ଇଲେକ୍ଟ୍ରୋଲାଇଟ ଅସ୍ୱାଭାବିକତା ଏବଂ ଗ୍ଲୁକୋମା ଅନ୍ତର୍ଭୁକ୍ତ ହୋଇପାରେ | [] ଗର୍ଭାବସ୍ଥାରେ ଏହ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | []

    ୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା | [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସର ମୂଲ୍ୟ ୧.୮୫ ଅଟେ । [] [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪.୪୦ ଆମେରିକୀୟ ଡଲାର ଅଟେ । [] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୧୩୩ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ପାଞ୍ଚ ଲକ୍ଷରୁ ଅଧିକ ପ୍ରେସକ୍ରିପସନ ରହିଥିଲା | [] []

    1. 1 2 British national formulary : BNF 76 (76 ed.). Pharmaceutical Press. 2018. p. 179. ISBN 9780857113382.
    2. 1 2 3 "Hydrochlorothiazide and valsartan Uses, Side Effects & Warnings". Drugs.com (in ଇଂରାଜୀ). Retrieved 10 March 2019.
    3. "Hydrochlorothiazide and valsartan Uses, Side Effects & Warnings". Drugs.com (in ଇଂରାଜୀ). Retrieved 10 March 2019.
    4. "Valsartan and Hydrochlorothiazide - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 10 March 2019.
    5. "Valsartan and Hydrochlorothiazide - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 10 March 2019.
    6. British national formulary : BNF 76 (76 ed.). Pharmaceutical Press. 2018. p. 179. ISBN 9780857113382.
    7. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
    8. "The Top 300 of 2020". ClinCalc. Retrieved 11 April 2020.
    9. "Hydrochlorothiazide; Valsartan - Drug Usage Statistics". ClinCalc. Retrieved 11 April 2020.