ଭାଇଲୋକ୍ସାଜାଇନ

ଉଇକିପିଡ଼ିଆ‌ରୁ
ଭାଇଲୋକ୍ସାଜାଇନ
Clinical data
Trade namesQelbree, Vivalan,[୧] Emovit, others
SynonymsICI-58834; SPN-812; SPN-809
AHFS/Drugs.commonograph
data
Routes of
administration
By mouth
Legal status
Legal status
Pharmacokinetic data
Protein binding76–82%[୨]
MetabolismHydroxylation (CYP2D6), glucuronidation (UGT1A9, UGT2B15)[୨]
Metabolites5-Hydroxyviloxazine glucuronide[୨]
Elimination half-lifeIR: 2–5 hours[୩]
ER: 7.02 ± 4.74 hours[୨]
ExcretionUrine (~90%), feces (<1%)[୨][୪]
Identifiers
  • (RS)-2-[(2-ethoxyphenoxy)methyl]morpholine[୫]
ECHA InfoCard100.051.148 Edit this at Wikidata
Chemical and physical data
FormulaC13H19NO3
Molar mass୨୩୭.୩0 g·mol−1
3D model (JSmol)
  • CCOC1=CC=CC=C1OCC1CNCCO1
  • InChI=1S/C13H19NO3/c1-2-15-12-5-3-4-6-13(12)17-10-11-9-14-7-8-16-11/h3-6,11,14H,2,7-10H2,1H3 checkY
  • Key:YWPHCCPCQOJSGZ-UHFFFAOYSA-N checkY
  (verify)

ଭାଇଲୋକ୍ସାଜାଇନ, ଏକ ବେପାର ନାମ କେଲବ୍ରି, ହେଉଛି ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ADHD) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ଏହା ପ୍ରାୟ ୩୦ ବର୍ଷ ଧରି ଅବସାଦ ରୋଗ ପାଇଁ ବ୍ୟବହୃତ ହୋଇଥିଲା, ଯାହା ବାଣିଜ୍ୟିକ କାରଣରୁ ବନ୍ଦ ହୋଇଗଲା ।[୬] ମୂଳ ସୂତ୍ରଟି ତୁରନ୍ତ ବିମୋଚନ ହୋଇଥିବାବେଳେ ଏହା ଏଡିଏଚଡି ପାଇଁ ବିସ୍ତୃତ-ବିମୋଚନ ନିମନ୍ତେ ବ୍ୟବହୃତ ହୋଇଥିଲା ।[୬]

ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା, ମୁଣ୍ଡବିନ୍ଧା, ନିଦ୍ରାଳୁ, ଥକାପଣ, ଅଇ, ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ବିରକ୍ତିଭାବ, ଦୃତ ହୃଦ୍‌ଗତି ହାର ଏବଂ ରକ୍ତଚାପ ବୃଦ୍ଧି ହୋଇପାରେ ।[୨] କ୍ୱଚିତ୍, ଏହା ଆତ୍ମହତ୍ୟା ଚିନ୍ତାଧାରା କିମ୍ବା ଆଚରଣର କାରଣ ହୋଇପାରେ କିମ୍ବା ଦ୍ୱିପାକ୍ଷିକ ରୋଗୀଙ୍କ ମାନିଆ ହୋଇପାରେ ।[୨] ଅପବ୍ୟବହାର ହେବାର କମ୍ ଆଶଙ୍କା ଅଛି ।[୬] ଏହା ଏକ ସିଲେକ୍ଟିଭ୍ ନରଏପିନେଫ୍ରିନ ରିଅପଟେକ୍ ଇନହିବିଟର (NRI) ।[୨]

ଭାଇଲୋକ୍ସାଜାଇନ ୧୯୬୯ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୪ରେ ବ୍ରିଟେନରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୬] [୭] ଏହି ସମୟରେ ଯୁକ୍ତରାଷ୍ଟ୍ରରେ ଏହା ଅନୁମୋଦିତ ହୋଇନଥିଲା ।[୮] ଏହାକୁ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ପୁନଃ ନିର୍ମାଣ କରାଯାଇଥିଲା ଏବଂ ଅନୁମୋଦନ କରାଯାଇଥିଲା ।[୬] [୨] ଏହା ନିୟନ୍ତ୍ରିତ ପଦାର୍ଥ ନୁହେଁ । [୯] ଯୁକ୍ତରାଷ୍ଟ୍ରରେ ଦୈନିକ ୨୦୦ମିଗ୍ରାର ମାତ୍ରା ପାଇଁ ମାସକୁ ପ୍ରାୟ ୩୨୫ ଡଲାର ଖର୍ଚ୍ଚ ହୋଇଥାଏ ।[୧୦]

ଆଧାର[ସମ୍ପାଦନା]

  1. Swiss Pharmaceutical Society (2000). Swiss Pharmaceutical Society (ed.). Index Nominum 2000: International Drug Directory. Taylor & Francis. pp. 1093–. ISBN 978-3-88763-075-1. Archived from the original on 2022-05-03. Retrieved 2022-10-02.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Qelbree- viloxazine hydrochloride capsule, extended release". DailyMed. Archived from the original on 28 October 2022. Retrieved 3 May 2022.
  3. Pinder RM, Brogden RN, Speight TM, Avery GS (June 1977). "Viloxazine: a review of its pharmacological properties and therapeutic efficacy in depressive illness". Drugs. 13 (6): 401–21. doi:10.2165/00003495-197713060-00001. PMID 324751. S2CID 44804763.
  4. Case DE, Reeves PR (February 1975). "The disposition and metabolism of I.C.I. 58,834 (viloxazine) in humans". Xenobiotica. 5 (2): 113–29. doi:10.3109/00498257509056097. PMID 1154799.
  5. "SID 180462-- PubChem Substance Summary". Archived from the original on 14 June 2013. Retrieved 5 November 2005.
  6. ୬.୦ ୬.୧ ୬.୨ ୬.୩ ୬.୪ Findling RL, Candler SA, Nasser AF, Schwabe S, Yu C, Garcia-Olivares J, O'Neal W, Newcorn JH (June 2021). "Viloxazine in the Management of CNS Disorders: A Historical Overview and Current Status". CNS Drugs. 35 (6): 643–653. doi:10.1007/s40263-021-00825-w. PMC 8219567. PMID 34003459.
  7. Sneader, Walter (31 October 2005). Drug Discovery: A History (in ଇଂରାଜୀ). John Wiley & Sons. p. 195. ISBN 978-0-470-01552-0. Archived from the original on 30 October 2022. Retrieved 30 October 2022.
  8. Stolerman, Ian (31 July 2010). Encyclopedia of Psychopharmacology (in ଇଂରାଜୀ). Springer Science & Business Media. p. 817. ISBN 978-3-540-68698-9. Archived from the original on 30 October 2022. Retrieved 30 October 2022.
  9. "Viloxazine Monograph for Professionals". Drugs.com (in ଇଂରାଜୀ). Retrieved 30 October 2022.
  10. "Qelbree". Archived from the original on 30 October 2022. Retrieved 30 October 2022.