ଭଞ୍ଜ ଜୟନ୍ତୀ

ଉଇକିପିଡ଼ିଆ‌ରୁ

ଭଞ୍ଜ ଜୟନ୍ତୀ ୧୯୪୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ଉତ୍କଳ ଛାତ୍ର ସାହିତ୍ୟ ସମାଜ ଓ ୧୯୪୪ ମସିହାରେ ପ୍ରତିଷ୍ଠିତ ହୋଇଥିବା କଳିଙ୍ଗ ଭାରତୀ ଆନୁକୂଲ୍ୟରେ କଟକରେ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଆସୁଛି[୧]ବିଷୁବ ମିଳନ ପରି ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏହାର ଭୂମିକା ଅମାପ। ରଜତ କୁମାର କର, ଶରତ କୁମାର କର, ଓ ହୃଦାନନ୍ଦ ରାୟ ପ୍ରଭୃତି ଗବେଷକମାନେ ଏହାକୁ ଦିଗଦର୍ଶନ ଦେଇଆସୁଥିଲେ। ବିଚ୍ଛନ୍ଦଚରଣ ପଟ୍ଟନାୟକ ଓ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଆଦିଙ୍କ ପ୍ରେରଣା ଏହା ପଛରେ ରହିଥିଲା।


ଆଧାର [୨]