ବ୍ୟବହାରକାରୀ:Swagatika91
Appearance
Wikipedia:Babel | ||||||
---|---|---|---|---|---|---|
| ||||||
Search user languages |
ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯ୍ୟଣି ନ ମନୋରଥୈଃ ।
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାଃ ।।
(ଉଦ୍ୟମ ଦ୍ୱାରା ହିଁ କାର୍ଯ୍ୟ ସିଦ୍ଧି ହୋଇଥାଏ, କେବଳ ଇଚ୍ଛା କଲେ ନୁହଁ, ଠିକ୍ ଯେପରି ସିଂହ ଟିଏ ଶୋଇ ରହିଲେ ହରିଣ ଆସି ତା ପାଟି ଭିତରେ ପଶି ଯାଆନ୍ତି ନାହିଁ)
ମୋ ନାଁ ସୁଶ୍ରୀ ସ୍ୱାଗତିକା। ମୁଁ ବ୍ରହ୍ମପୁରରୁ।
ଆଶା କରୁଛି ମୋ ଜନ୍ ଏଫ୍. କେନେଡ଼ି ପ୍ରସଙ୍ଗଟି ଦିନେ ନେଲସନ ମଣ୍ଡେଲା ପ୍ରସଙ୍ଗଟିକୁ କାଟିବ ।