ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ/ପ୍ରସଙ୍ଗ ତାଲିକା
ଦେଖଣା
ତଳେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ସେମାନେ ବାଛିଥିବା ପ୍ରସଙ୍ଗମାନ ଲେଖାଯାଇଛି । ଅଭିଜ୍ଞ ଉଇକିଆଳିମାନେ ନିଜ ଇଚ୍ଛା ଅନୁସାରେ ସେମାନଙ୍କୁ ସହଯୋଗ କରିବେ ।
| କ୍ର.ନଂ. | ବ୍ୟବହାରକାରୀ ନାମ | ଛାତ୍ର/ଛାତ୍ରୀଙ୍କ ନାମ | ପ୍ରସଙ୍ଗ ନାମ | ମନ୍ତବ୍ୟ |
|---|---|---|---|---|
| ୧ | Ankita sahoo | ଅଙ୍କିତା ସାହୁ | କୋଣାର୍କ ସଂଗ୍ରହାଳୟ | ପ୍ରସଙ୍ଗଟି ଲେଖାଯାଇଛି |
| ୨ | Arundhati Mallik | ଅରୁନ୍ଧତୀ ମଲିକ | ପଥର କାମ | ଭୁଲ ପ୍ରସଙ୍ଗ ନାମ, ପ୍ରସଙ୍ଗରେ କିଛି ଲେଖା ନାହିଁ |
| ୩ | Diparani prusty | ଦୀପାରାଣୀ ପୃଷ୍ଟି | ମୃଗବିହାର | ପ୍ରସଙ୍ଗଟି ଲେଖାଯାଇଛି |
| ୪ | Mundary nandini | ନନ୍ଦିନୀ ମୁଣ୍ଡାରି | ହନୁମାନବାଟିକା | ପ୍ରସଙ୍ଗଟି ଲେଖାଯାଇଛି |
| ୫ | Hotapallavi | ପଲ୍ଲବୀ ହୋତା | ଶୁଲିଆ ଯାତ୍ରା | ପ୍ରସଙ୍ଗଟି ଲେଖାଯାଇଛି |
| ୬ | Mishra Binayak | ବିନାୟକ ମିଶ୍ର | ହଳଧର ନାଗ | ପ୍ରସଙ୍ଗଟି ଲେଖାଯାଇଛି |
| ୭ | Mamuni | ମାମୁନୀ | ଗୁଡଭେଲି ପଦର | ପ୍ରସଙ୍ଗଟି ଲେଖାଯାଇଛି |
| ୮ | SHREEKANTA SAHOO | ଶ୍ରୀକାନ୍ତ ସାହୁ | ଝୋଟି | ଭୁଲ ପ୍ରସଙ୍ଗ ନାମ, ପ୍ରସଙ୍ଗଟି ଉଇକିପିଡ଼ିଆରେ ରହିପାରିବ ନାହିଁ |
| ୯ | Sagarika das | ସାଗରିକା ଦାସ | ଦଣ୍ଡ ନୃତ୍ୟ | ଆଗରୁ ଥିବା ଏକ ପ୍ରସଙ୍ଗରେ ଏହି ସମ୍ପାଦକଙ୍କ ଲିଖିତ ଲେଖ ଯୋଡ଼ାଗଲା |
| ୧୦ | R saswati | ଶାସ୍ଵତୀ ରାଉତ | ଲକ୍ଷ୍ମୀ ପୂଜା | ଆଗରୁ ଥିବା ପ୍ରସଙ୍ଗରେ ଏ ବିଷୟରେ ଉଲ୍ଲେଖ କରାଯାଇଛି |
| ୧୧ | Soumya Mahapatra | ସୌମ୍ୟା ମହାପାତ୍ର | ଏଚ.ଆଇ.ଭି. | ପ୍ରସଙ୍ଗଟି ଲେଖାଯାଇଛି |
| ୧୨ | Swarnaprava | ସ୍ଵର୍ଣ୍ଣପ୍ରଭା ସେଠୀ | ବଳରାମ ମନ୍ଦିର | ପ୍ରସଙ୍ଗଟି ଲେଖାଯାଇଛି |
| ୧୩ | subhasmita das | ଶୁଭସ୍ମିତା ଦାସ | ରାସୋଳ | ପ୍ରସଙ୍ଗଟି ତିଆରି ହୋଇନାହିଁ |
| ୧୪ | ଶୁଭଶ୍ରୀ ମହାପାତ୍ର | ଶୁଭଶ୍ରୀ ମହାପାତ୍ର | ସୋନପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳ | ପ୍ରସଙ୍ଗଟି ତିଆରି ହୋଇନାହିଁ |
| ୧୫ | padmanabhamaharana | ପଦ୍ମନାଭ ମହାରଣା | ଗଞ୍ଜାମୀ ବୋଲି | ପ୍ରସଙ୍ଗଟି ତିଆରି ହୋଇନାହିଁ |
| ୧୬ | ଭବାନୀ କିଙ୍କର ସାହୁ | ଭବାନୀ କିଙ୍କର ସାହୁ | ଆଦିବାସୀ ଚଳଣି | ପ୍ରସଙ୍ଗଟି ତିଆରି ହୋଇନାହିଁ |