ବ୍ୟବହାରକାରୀ:Anwesh pati
ଦେଖଣା
Anwesh Pati (ଅନ୍ୱେଷ ପତି) , ଭାରତରେ ରହୁଥିବା ଜଣେ ବ୍ୟକ୍ତି ଏବଂ ୱିକିପିଡ଼ିଆ ବ୍ୟବହାରକାରୀ ଅଟନ୍ତି । ତାଙ୍କ ମାତୃଭାଷା ଓଡ଼ିଆ ଅଟେ ।
ଏହି ବ୍ଯକ୍ତିଙ୍କୁ ନିଜ ମାତୃଭାଷା ସହ ବିଭିନ୍ନ ଅଲଗା ଭାଷା ମଧ୍ୟ ଭଲ ଲାଗେ ।
ସେ ଜାପାନ, ଆନିମେ, ମାଂଗା, J-ପପ୍, କ୍ରେୟନ୍ ଶିନ-ଚାନ୍, ଓ ଜାପାନୀ ଭାଷାରେ ବିଶେଷ ରୁଚି ରଖନ୍ତି ।
ଓଡ଼ିଆ ୱିକିପେଡ଼ିଆ ଦ୍ୱାରା ସେ ନିଜ ମାତୃଭାଷା ରେ ବିଶ୍ୱର ଅନେକ ଜ୍ଞାନ ବାଣ୍ଟିବକୁ ଚାହଁନ୍ତି ।
ଭାଷାଗୁଡ଼ିକ
ଛାଞ୍ଚ:User ko-0 ଛାଞ୍ଚ:User zh-0
|