ମାଂଗା
ମାଂଗା (ଜାପାନୀ ଭାଷା: 漫画,まんが,マンガ, Manga) ହେଉଛି ଜାପାନରେ ତିଆରି ହୋଇଥିବା କଥାଚିତ୍ର ବା କମିକ୍ । ଜାପାନର ଏହି କଳା ଶୈଳୀ ବିଶ୍ୱରେ ବହୁତ ଲୋକ ପସନ୍ଦ କରନ୍ତି । ମାଂଗା ସବୁ ବୟସର ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ। ଶୈଳୀରେ ବିଷୟଗୁଡ଼ିକର ଏକ ବ୍ୟାପକ ସୀମା ରହିଛି: ସାହସିକତା, ପ୍ରେମ, ଖେଳ, କାମୁକତା, ରହସ୍ୟ, ଡର, ଅଲୌକିକ, କଳ୍ପନା, ଦୈନିକ ଜୀବନ, ହାରେମ୍, ଐତିହାସିକ, ହାସ୍ୟ, ନାଟକ, କିଶୋର-କିଶୋରୀ, ଇତ୍ୟାଦି ।
ବ୍ୟୁତ୍ପତି[ସମ୍ପାଦନା]
ଇତିହାସ ଓ ବିଶେଷତା[ସମ୍ପାଦନା]
ପ୍ରକାଶନା[ସମ୍ପାଦନା]

ଜାପାନରେ ଏକ ମାଂଗା ଦୋକାନ
ବିଦେଶରେ[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ମାଂଗା
ବାବଦରେ ମାଧ୍ୟମ ରହିଛି ।
- ମାଂଗା at Curlie