ଆନିମେ

ଉଇକିପିଡ଼ିଆ‌ରୁ
ୱିକିପେ-ତାନ୍

ଆନିମେ (ଜାପାନୀ ଭାଷା: アニメ, Anime) , ଜାପାନରୁ ଆସିଥିବା ଆନିମେଶନ୍କୁ ବୁଝାଏ । ଏହି କଳାକୁ ବିଶ୍ୱରେ ବହୁତ ଲୋକ ପସନ୍ଦ କରନ୍ତି ।

ଆନିମେ ଜାପାନ, ଦକ୍ଷିଣ କୋରିଆ, ଚୀନ, ଇଣ୍ଡୋନେସିଆ, ସିଙ୍ଗାପୁରତାଇୱାନ ଭଳି ଏସୀୟ ଦେଶଗୁଡ଼ିକରେ ବେଶି ଜନପ୍ରିୟ ।
ଆନିମେ ସର୍ବପ୍ରଥମେ ୧୯୧୭ ମସିହାରେ ଦେଖାଯାଇଥିଲା ।
ଆନିମେର ବିଭିନ୍ନ ପ୍ରକାର ଅଛି ।
ପିଲାଠୁ ଆରମ୍ଭ କରି କିଶୋର ଓ ବୟସ୍କ ଲୋକ , ସମସ୍ତ ପାଇଁ ଉଦ୍ଧିଷ୍ଟ ।
ଆନିମେ ଚରିତ୍ରମାନଙ୍କ ତିଆରି ଶୈଳୀ, ପାଶ୍ଚାତ୍ୟ କାର୍ଟୁନ୍ଠାରୁ ଅଲଗା ଅଟେ ।
କିଛିଟା ଲୋକପ୍ରିୟ ଆନିମେର ଉଦାହରଣ ହେଲା -

ଇତ୍ୟାଦି

ଅଧିକ ତଥ୍ୟ[ସମ୍ପାଦନା]