ବ୍ୟବହାରକାରୀଙ୍କ ଆଲୋଚନା:Spbal

ଉଇକିପିଡ଼ିଆ ରୁ
Jump to navigation Jump to search

ନମସ୍କାର ବନ୍ଧୁ, ଆପଣଙ୍କଦ୍ୱାରା ଲିଖିତ ପ୍ରସଙ୍ଗ ଓଡ଼ିଶା ସାହିତ୍ୟ ଏକାଡେମୀ ପଢିଲି । ଭଲ ଉପାଦେୟ ପ୍ରସଙ୍ଗଟିଏ ଆପଣ ଲେଖିଥିଲେ ସେ ବି ନିଜେ ଲେଖିଥିବା ଇଂରାଜୀ ପ୍ରସଙ୍ଗକୁ ଅନୁବାଦ କରି । କିନ୍ତୁ ସେଇ ଗୋଟିଏ ପ୍ରସଙ୍ଗ ପରେ ଆପଣ ଆଉ କିଛି ଲେଖୁନାହାନ୍ତି କାହିଁକି ଜାଣିବାକୁ ଉତ୍ସୁକ ମୁଁ । ଆମେ କିଛି ଉଇକିଆଳି ଚେଷ୍ଟାକରୁଛୁ ଓଡ଼ିଶା ଉଇକିପିଡ଼ିଆକୁ ଉନ୍ନତ କରିବାକୁ । ଆପଣ ବି ଆମ ସହିତ ଯୋଗ ଦିଅନ୍ତୁ ।

ନିମ୍ନରେ କିଛି ଲିଙ୍କ ଦେଉଛି, ଦେଖିବେ ।
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା

ଲେଖିବାରେ କି ସମ୍ପାଦନାରେ କିଛି ଅସୁବିଧା ହେଉଥିଲେ ଜଣେଇବେ । ଧନ୍ୟବାଦ । ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୧୦, ୧୭ ଅପ୍ରେଲ ୨୦୨୦ (IST)

ରବି ସିଂଙ୍କ ବାବଦରେ ପ୍ରସଙ୍ଗଟିଏ ଅଛି । ଆଉ ଗୋଟିଏ ଲେଖନ୍ତୁ ନାହିଁ । ରବି ସିଂ ପ୍ରସଙ୍ଗରେ ହିଁ ସମ୍ପାଦନା କରିବାକୁ ଅନୁରୋଧ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୩:୧୩, ୬ ଅଗଷ୍ଟ ୨୦୨୦ (IST)