Jump to content

ବ୍ୟବହାରକାରୀଙ୍କ ଆଲୋଚନା:Soloni Karna

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Soloni Karna, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୦:୨୦, ୩ ମାର୍ଚ୍ଚ ୨୦୨୩ (IST)[reply]

ଆଦରର @Soloni Karna, ଉଇକିପିଡ଼ିଆରେ ଲେଖିବା ଆରମ୍ଭ କରିଥିବାରୁ ଧନ୍ୟବାଦ । ଆପଣଙ୍କ ଲିଖିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ପ୍ରସଙ୍ଗଟି ଲିଖନଶୈଳୀ ଆଧାରରେ ମୁଁ ପ୍ରଥମେ ଲିଭାଇବା ପାଇଁ ପ୍ରସ୍ତାବ ଦେଇଥିଲି । ଜାଣିବେ ଯେ ଉଇକିପିଡ଼ିଆ ଏକ ଏନସାଇକ୍ଲୋପିଡ଼ିଆ ବା ଜ୍ଞାନକୋଷ । ତେଣୁ ଲେଖାରେ କେବଳ ତଥ୍ୟ ରହିବ । ଲେଖାଟି ସ୍କୁଲ ବାବଦରେ ତେଣୁ ସ୍କୁଲ ସମ୍ପର୍କରେ ଥିବା ତଥ୍ୟ (ସ୍କୁଲଟି କେଉଁଠି ଅଛି, କେତେ ପିଲା ପଢ଼ନ୍ତି, କେତେ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଅଛନ୍ତି ଆଦି) । ସ୍କୁଲର ଶିକ୍ଷକମାନଙ୍କ ନାମ ଅନାବଶ୍ୟକ, ବିଶେଷ କରି ଏବେ । ପରେ ଯଦି ଲେଖାଟି ବଢ଼ିଲେ ହୁଏତ ରହିପାରିବ । ତେବେ ଆରମ୍ଭରେ ଆପଣ ଲେଖିଥିବା ଶ୍ଳୋକ ଆଉ ସ୍କୁଲର ଫୋନ ନମ୍ବର ନିହାତି ଅନାବଶ୍ୟକ । ସେଭଳି ବିଷୟ ରହିଲେ ଏଠାର ଉଇକିଆଳିମାନେ ସାଧାରଣତଃ ଲିଭାଇବା ପ୍ରସ୍ତାବ ଦିଅନ୍ତି । ଆଶା ଆପଣ ଆଗକୁ ଅଧିକ ଲେଖିବେ ଓ ଏ ଲେଖାଟିରେ ଅଧିକ ତଥ୍ୟ ଯୋଡ଼ିବେ । ଉଇକିପିଡ଼ିଆ:ନିୟମାବଳୀରୁ ଅଧିକ ସୂଚନା ପାଇପାରିବେ ଓ ଉଇକିପିଡ଼ିଆ:ଚାଟସଭାରେ କିଛି ପ୍ରଶ୍ନଥିଲେ ପଚାରିପାରିବେ । ସୁଭ (ଆଳାପ) ୨୨:୩୫, ୩ ମାର୍ଚ୍ଚ ୨୦୨୩ (IST)[reply]