ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ

ଉଇକିପିଡ଼ିଆ‌ରୁ
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ
ଅବସ୍ଥାନ
ଲାଦରପାଲି, ଅତାବିରାବରଗଡ଼, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୪ ନଭେମ୍ବର ୧୯୯୩

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀ ଓଡ଼ିଶାର ଲାଦରପାଲି ଗ୍ରାମରେସ୍ଥିତ ଥିବା ଏକ ବିଦ୍ୟାଳୟ ।[୧] ଏଠାରେ ନର୍ସରୀରୁ ଦଶମ ଶ୍ରେଣୀ ଯାଏ ପଢ଼ାଯାଏ । ୨୦୨୩ ମସିହାରେ ଏଠାରେ ୮୯୫ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ ।[୨] ସ୍କୁଲରେ ୨୫ ଗୋଟି ଶ୍ରେଣୀଗୃହ ସମେତ ଏକ ପାଠାଗାର କକ୍ଷ, ବିଜ୍ଞାନଗାର  କକ୍ଷ ଏବଂ ବାଳକ ବାଳିକା ପାଇଁ ଶୌଚାଳୟ ଆଦି ରହିଛି।[୩] ସ୍କୁଲଟି ଶ୍ରୀ ମାଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ।

ଅବସ୍ଥିତି[ସମ୍ପାଦନା]

ଏହି ସ୍କୁଲ ଓଡ଼ିଶାର ବରଗଡ଼ ଜିଲ୍ଲାସ୍ଥିତ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ଗ୍ରାମରେ ଅବସ୍ଥିତ ।[୪] ଏହା ୧୯୯୩ ନଭେମ୍ବର ୧୪ ତାରିଖରେ ସ୍ଥାପିତ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ଛାତ୍ରଛାତ୍ରୀମାନଙ୍କ ସୁପ୍ତ ପ୍ରତିଭାକୁ ଉଦ୍ଭାସିତ କରିବା ପାଇଁ ମାତୃପୁରୀର ଉତ୍ସବ "' ଉତ୍ସାହ "' ସମ୍ପନ୍ନ". www.koshaltv.com. koshaltv.com. Archived from the original on 4 March 2023. Retrieved 4 March 2023.
  2. https://www.sakhigopalnews.com/2019/07/blog-post_665.html?m=1
  3. "Matrupuri Creation - YouTube". www.youtube.com. Retrieved 2023-03-03.
  4. "ଶ୍ରୀ ଅରବିନ୍ଦଙ୍କ ଦେହାବଶେଷକୁ ମାତୃପୁରୀ ଲାଦେରପାଳିଦ୍ୱାରା ଭବ୍ୟ ସ୍ୱାଗତ". www.samajalive.in. ସମାଜ. Archived from the original on 4 March 2023. Retrieved 4 March 2023.