ବ୍ୟବହାରକାରୀଙ୍କ ଆଲୋଚନା:Rabisubudhi

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Rabisubudhi,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୦୧, ୧୭ ଜାନୁଆରୀ ୨୦୧୪ (UTC)

ପଦ୍ମଲୋଚନ ପାଲଟାସିଂହ[ସମ୍ପାଦନା]

ପଦ୍ମଲୋଚନ ପାଲଟାସିଂହ ଖୋରଧା ଜିଲ୍ଲାର ଜଣେ ସୁଦକ୍ଷ ଶିକ୍ଷକ ଥିଲେ | ଗୋବିନ୍ଦ ଶ୍ରୀଚନ୍ଦନ କ ପୁତ୍ର ଓ ସୁବଳ ପାଲଟାସିଂହ କ ପୋଷ୍ୟ ପୁତ୍ର ପଦ୍ମଲୋଚନ ୧୯୩୩ ରେ ଜନ୍ମ ଗ୍ରହଣ କରିଥିଲେ | ୧୯୫୫ ରେ ଶିକ୍ଷକତା ଆରମ୍ଭ କରି ପୁରୀ ଓ ଖୋରଧା ରେ ସୁନାମ ଅର୍ଜନ କରିଥିଲେ | ଡେଲାଂଗ ଓ ଖୁରଧା ହାଇ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଥିବାବେଳେ ଅନେକ ପ୍ରଭାବଶାଳୀ ପଦକ୍ଷେପ ନେଇ ପ୍ରିୟ ଭାଜନ ହୋଇଥିଲେ | ରାଜନୀତିରେ ଯୋଗଦେବାପାଇଁ ୧୯୯୦ରେ ଅବସର ଗ୍ରହଣ କରି ଖୋରଧା ଜିଲ୍ଲା ବିଜେପି ସଭାପତି ହୋଇଥିଲେ | ୨୬.୬.୨୦୦୧ ରେ ତାଂକର ବିୟୋଗ ହୋଇଥିଲା |

ସେ ଅତ୍ୟନ୍ତ ଛାତ୍ରବସ୍ଚଳ ଥିଲେ |Rabisubudhi (ମୋ ଆଲୋଚନା) ୧୩:୩୮, ୨୫ ଜୁଲାଇ ୨୦୧୮ (IST)[reply]

ପ୍ରଫେସର ରବି ନାରାୟଣ ସୁବୁଦ୍ଧି[ସମ୍ପାଦନା]

ରବି ନାରାୟଣ ସୁବୁଦ୍ଧି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ତରାପି ଗ୍ରାମରେ 1962 ମସିହାରେ ଜନ୍ମଗ୍ରହଣ କରିଥିଲେ । BJB, Ravenshaw ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପରିସଂଖ୍ୟାନ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ 1984 ମସିହାରେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ 22 ବର୍ଷର ଅଧ୍ୟାପନା ପରେ ଏବେ ସେ କିଟ ବିଶ୍ବବିଦ୍ୟାଳୟରେ 15 ବର୍ଷ ହେଲା ବରିଷ୍ଠ ପ୍ରଫେସର ଅଛନ୍ତି । ପ୍ରଫେସର ଭାବେ ସମୁଦାୟ 35 ବର୍ଷ ର ଅଭିଜ୍ଞତା । ସେ ଶିଶୁ ସାହିତ୍ୟ ପତ୍ରିକା 'ସୁମନ' ର ପ୍ରଥମ ସମ୍ପାଦକ ଥିଲେ । ସେ 12 ଟି ପୁସ୍ତକ ଏବଂ 70 ଟି ଗବେଷଣା ଲେଖା ପ୍ରକାଶ କରିଛନ୍ତି [*Ref. given below]। ପରିଚାଳନା ବିଷୟରେ ପରିସଂଖ୍ୟାନ ର ପ୍ରୟୋଗ ଓ ସହଜ ସରଳ ଶିକ୍ଷାଦାନ ପାଇଁ ତାଙ୍କର ଆଦର ରହିଛି । ଏବେ ସେ ସମ୍ମାନ ଜଣକ ଗବେଷଣା ପତ୍ରିକା 'ପରିକଳ୍ପନା'[୧] ର ସମ୍ପାଦକ ଅଛନ୍ତି । ଏହି ପତ୍ରିକା UGC ଦ୍ଵାରା ଅନୁମୋଦିତ । ତାଙ୍କ ପ୍ରକାଶିତ କିଛି ପୁସ୍ତକ ହେଲା: Future of Work and Business in Covid-19 Era: Proceedings of IMC-2021 (Springer) 1st ed. 2022 Edition; (Editor), Rabi Narayan Subudhi Sumita Mishra, Abu Saleh, Dariush Khezrimotlagh. https://link.springer.com/book/9789811903564

Digital Diversity and Internet Consumption in India, WLA (KIIT) publication, Amazon Kindle (2021), [with SC Das] ISBN 9798730562059

Methodological Issues in Management Research: Advances, Challenges, and the Way Ahead, Emerald, 2020 [with Sumita Mishra], ISBN: 978-1-78973-974-9, eISBN: 978-1-78973-973-2, 2019

Operations Research in Development Sector Editors (Subudhi, RN). 09/2018; Springer., ISBN: 978-981-13-1953-2, DOI:10.1007/978-981-13-1954-9 [With Arabinda Tripathy, Srikanta Patnaik, Jyotiranjan Nayak]

Digital & Social Media Marketing: Engaging the Users, Disha Internation Publishers (2019), with BB Das; ISBN – 978-93-87002-22-7

Entrepreneurship Processes: Empirical Study of Odisha Entrepreneurs (Intention, Ideation & Success Measures in MSMEs), Disha International Publishers (2019), with B Kar. ISBN – 978-93-87002-51-7

Industrial Displacements and Human Rights. 2012 01/2012; LAP LAMBERT Academic Publishing., ISBN: 978-3848480166 [With Ratnakar Mishra, Sujata Mangaraj]

Odisha History & Satabdi-Purusha (in Oriya language). 2000; Lucky Publications Brahmapur.

Energy, Environment and Economy. 1996 edited by R.N. Subudhi, 01/1996; Kanishka Publishers & Distributors. New Delhi., ISBN: 81-7391-121-5

Rural Economy and Development. 1995 edited by R.N. Subudhi & AP Dash, 01/1995; Commonwealth Publisher. New Delhi., ISBN: 8171693377 [With AP Dash]

Energy Options for 21st Century. 1993 edited by RN Subudhi, 01/1993; Ashish Pub. House New Delhi, ISBN: 81-7024-538-9

Industrial Displacements and Human Rights, with Ratnakar Mishra & Sujata Mangaraj, (Lambert, 2012)

Research publications available at: https://hq.ssrn.com/submissions/MyPapers.cfm?partid=2292264 https://www.researchgate.net/profile/Rabi-Subudhi


Rabisubudhi (ମୋ ଆଲୋଚନା) ୦୭:୫୩, ୨୮ ସେପ୍ଟେମ୍ବର ୨୦୨୨ (IST)[reply]

ପରିକଳ୍ପନା (ଗବେଷଣା ପତ୍ରିକା) Parikalpana - Management Research Journal[ସମ୍ପାଦନା]

Parikalpana - is a peer reviewed Management Research Journal, published by KIIT (Deemed to be) University, Bhubaneswar, India.Rabisubudhi (ମୋ ଆଲୋଚନା) ୦୬:୫୫, ୨୯ ସେପ୍ଟେମ୍ବର ୨୦୨୨ (IST) ପରିକଳ୍ପନା ହେଉଛି ଏକ ଗବେଷଣା ପତ୍ରିକା ଯାହା ବର୍ଷକୁ ଦୁଇଥର ପ୍ରକାଶ ପାଏ । ପ୍ରଫେସର ରବି ନାରାୟଣ ସୁବୁଦ୍ଧି ସମ୍ପ୍ରତି ଏହାର ସମ୍ପାଦକ ଅଛନ୍ତି । ପତ୍ରିକା ନିମ୍ନୋକ୍ତ ୱେବ ସାଇଟ ରେ ଉପଲବ୍ଧ ।[reply]

[୧] [୨] Rabisubudhi (ମୋ ଆଲୋଚନା) ୦୬:୧୬, ୨୯ ସେପ୍ଟେମ୍ବର ୨୦୨୨ (IST)[reply]

ତରାପି ଗାଁ[ସମ୍ପାଦନା]

ଖୋର୍ଦ୍ଧା ଜିଲ୍ଲାର ଛୋଟ ଏକ ଗାଁ, ତରାପି ତା ନାଁ । ଚିଲିକା କୂଳର ଏହି ଗାଁ, ଦୁଇ, ତିନି ଶହ ଘର ଥିବା ଏହି ଗାଁ । ଚାଷ ବାସ ହିଁ ମୁଖ୍ୟ ବେଉସା । ଏହି ଗାଁ ପ୍ରାଥମିକ ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା । ମହାମହିମ ରାଜ୍ୟପାଳ ଏଥିରେ ଯୋଗଦେଇଥିଲେ । ୨୦୨୩ ଏପ୍ରିଲ 22 ତାରିଖରେ ସଭାରେ ମହାମହିମ ରାଜ୍ୟପାଳଙ୍କ ସହ (ସମ୍ବାଦ ଖବର କାଗଜ ର ସମ୍ପାଦକ) ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେବା ପାଇଁ ସମ୍ମତି ମିଳିଲା । ଶ୍ରୀ ହିମାଂଶୁ ଶେଖର ଖଟୁଆ ମହୋଦୟଙ୍କୁ ଆମେ ଅତିଥି ଭାବେ ପାଇ ପାରିଲୁ । ଶ୍ରୀ ହିମାଂଶୁ ଶେଖର ଖଟୁଆ କଳିଙ୍ଗ ଟିଭି ର ମୁଖ୍ୟ ଓ କିଟ ବିଶ୍ୱବିଦ୍ୟାଳୟରେ ବିଭାଗ ମୁଖ୍ୟ ଥିଲେ । ଏବେ ସେ କଲିକତା ସ୍ଥିତ ସତ୍ୟଜିତ ରାୟ ଚଳଚ୍ଚିତ୍ର ପ୍ରତିଷ୍ଠାନ ର ନିର୍ଦ୍ଦେଶକ ଅଛନ୍ତି । ସେ କେତେକ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ରର ସଫଳ ନିର୍ଦ୍ଦେଶକ ।

https://sabdamedia.com/odisha/?p=10496 https://thesamikhsya.com/odia/tag/%E0%AC%A4%E0%AC%B0%E0%AC%BE%E0%AC%AA%E0%AC%BF/ https://sabdamedia.com/odisha/?p=10496 https://sambad.in/state/terapi-higher-primary-school-centenary-celebration-993561/

Rabisubudhi (ମୋ ଆଲୋଚନା) ୧୯:୦୬, ୧୫ ଜୁନ ୨୦୨୩ (IST)[reply]

ଆପଣଙ୍କ ଲେଖା ବାବଦରେ[ସମ୍ପାଦନା]

ଏହା ଆପଣଙ୍କ ଲେଖା ରମାବତୀ ଦେବୀ ସମ୍ବନ୍ଧରେ ଅଟେ । ଆପଣଙ୍କ ଲେଖା ଲିଭା ହେବା ପାଇଁ ଚୟନ କରାଯାଇଛି। ଯଦି ଆପଣ ଭାବୁଛନ୍ତି ଯେ ଆପଣ ପ୍ରସଙ୍ଗ ଉନ୍ନତି ଆଣିପାରିବେ ତେବେ ଆମକୁ ଜଣାନ୍ତୁ । ଆପଣ ପ୍ରବନ୍ଧରେ ଅଧିକ ଉତ୍ସ ଏବଂ ବିଷୟବସ୍ତୁ ଯୋଡିପାରିବେ। Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୦:୨୬, ୨୫ ଅଗଷ୍ଟ ୨୦୨୩ (IST)[reply]

କାହିଁକି ଲିଭା ଯିବ (delete) ବୁଝପାରୁନାହିଁ 103.106.200.60 ୧୧:୨୬, ୨୫ ଅଗଷ୍ଟ ୨୦୨୩ (IST)[reply]
ଉଇକିପିଡ଼ିଆରେ କିଛି ବି ଲେଖା ହେଲେ ତାର ଆଧାର ଦରକାର । ଯେମିତି ଜାଣିପାରିବା ଯେ ସେ ଲୋକ ଜଣାଶୁଣା । ତେଣୁ ରମାବତୀ ଦେବୀଙ୍କ ବାବଦରେ କୋଉଠି ଖବରକାଗଜ କି ବହିରେ ଲେଖାଥିଲେ ଯେଡ଼ନ୍ତୁ । ଉଦାହରଣ ଦେଖନ୍ତୁ । ଦେବଦାସ ଛୋଟରାୟଜ୍ଞାନ ମୋତେ କିଛି କହିବେ ୧୨:୦୩, ୨୫ ଅଗଷ୍ଟ ୨୦୨୩ (IST)[reply]
  1. https://ksom.ac.in/faculty-and-research/research/parikalpana-kiit-journal-of-management/download-journal-issues/
  2. https://ksom.ac.in/faculty-and-research/research/parikalpana-kiit-journal-of-management/