ବ୍ୟବହାରକାରୀଙ୍କ ଆଲୋଚନା:Pabitra mohan maharatha

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Pabitra mohan maharatha, ଧନ୍ୟବାଦ ଗପୁ (ମୋ ଆଲୋଚନା) ୧୮:୨୬, ୫ ମାର୍ଚ୍ଚ ୨୦୨୨ (IST)[reply]

ଆପଣ ତିଆରି କରିଥିବା ପ୍ରସଙ୍ଗ[ସମ୍ପାଦନା]

ଆଦରର @Pabitra mohan maharatha, ଆପଣଙ୍କଦ୍ୱାରା ନିକଟରେ ତିଆରି ପ୍ରସଙ୍ଗ "ଓଡ଼ିଶୀର ସଙ୍ଗୀତ ଶାସ୍ତ୍ରୀୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ! "କୁ ଲିଭାଇଦିଆଯାଇଛି । ଏହା ଉଇକିପିଡ଼ିଆର ନିୟମ ବହିର୍ଭୂତ । ଉକ୍ତ ଲିଙ୍କକୁ ଗଲେ ନିୟମାବଳୀ ବାବଦରେ ଅଧିକ ସୂଚନା ରହିଛି ଯାହା ଆଗକୁ ଲେଖିବାରେ ସାହାଯ୍ୟ କରିବ । ସୁଭ (ଆଳାପ) ୦୦:୩୨, ୭ ମାର୍ଚ୍ଚ ୨୦୨୨ (IST)[reply]

ଶେଷ ଚେତାବନୀ[ସମ୍ପାଦନା]

ଚେତାବନୀ ସତ୍ତ୍ୱେ ବାରମ୍ବାର ଉଇକିପିଡ଼ିଆରେ ରହିବା ଅନୁପଯୋଗୀ ଏକ ପ୍ରସଙ୍ଗ ବାରମ୍ବାର ତିଆରି କରିଥିବାରୁ ଏହା ଶେଷ ଚେତାବନୀ । ଏହାପରେ ଅସିମୀତ କାଳ ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟ ଅକାମୀ କରିଦିଆଯାଇପାରେ । ସୁଭ (ଆଳାପ) ୧୯:୩୪, ୭ ମାର୍ଚ୍ଚ ୨୦୨୨ (IST)[reply]