ବ୍ୟବହାରକାରୀଙ୍କ ଆଲୋଚନା:MKar/ଅଭିଲେଖ ୩

Page contents not supported in other languages.
ଉଇକିପିଡ଼ିଆ‌ରୁ

http://or.wikipedia.org/s/1xm ଜୟ ଜଗନ୍ନାଥ ଭାଇ, ଆମ ଭୁବନେଶ୍ୱର ମେଳିରେ ଅନେକ କ‌ଥା ଭିତତରୁ ଯେଉଁ ମୂଳ କ‌ଥାଟି ଆଲୋଚନା ହେଲା ସେ ହେଉଛି ‌‌ଉଇକିପିଡ଼ିଆ:ଉଇକିପ୍ରକଳ୍ପ_ଓଡ଼ିଶାର_ସ୍ଥାନ‌‌ ମାଧ୍ୟମରେ ନୂଆ ପୁରୁଣା ଉଇକିଆଳି ସଭିଙ୍କୁ ଯୋଡ଼ି ଏ ବର୍ଷ ଶେଷ ସୁଦ୍ଧା ଓଡ଼ିଆ ଉଇକିପିଡ଼ିଆର ମୋଟ ପ୍ରସଙ୍ଗ ସଙ୍ଖ୍ୟା ୨୦୦୦୦ ରେ ପ‌ହଞ୍ଚାଇବା, ତମେ ଦେଖୁଥିବ ଅନେକେ କାମ ଆରମ୍ଭ କରିସାରିଲେଣି । ମୁଁ ସବିଶେଷ ‌‌ଉଇକିପିଡ଼ିଆ:ଉଇକିପ୍ରକଳ୍ପ_ଓଡ଼ିଶାର_ସ୍ଥାନ‌‌କୁ ଆଉଥରେ ତିଆରି କରି ଲେଖିବି । ତେବେ କିଛି ଛାଞ୍ଚ ତିଆରି କରିବାକୁ ପଡ଼ିବ । ଯାହାକୁ କପି କରି ଜଣେ ଜାଗାର ସବିଶେଷ ସବୁ ବଦଳାଇ ନୂଆ ପ୍ରସଙ୍ଗଟିଏ ସ‌ହଜରେ ତିଆରି ପାରିବ । ସର୍ବନିମ୍ନ ତ‌ଥ୍ୟ ଥିବା ଗୋଟେ ଏମିତି ଛାଞ୍ଚ ତିଆରି କରିପାରିବ କି ଗୋଟେ ଗାଁ ପାଇଁ ଯାହା ବାକି ଗାଁ ପାଇଁ ବି ବ୍ୟବ‌ହାର ହୋଇପାରିବ? ଏଥିରେ ତ‌ଥ୍ୟପେଡ଼ି (ଇନଫୋବକ୍ସ), ଅନ୍ତ‌ତ ଧାଡ଼ିଏ ସୂଚନା, ଆଧାରଟିଏ ଆଉ "ସମ୍ବନ୍ଧିତ ପ୍ରସଙ୍ଗ" (ଉଦାହରଣ: ନିମାପଡ଼ା)ରେ ଜିଲ୍ଲା, ପଞ୍ଚାୟତ, ପଞ୍ଚାୟତ ସମିତି, ଆଦି ଉପରେ ଥିବା ପ୍ରସଙ୍ଗକୁ ଲିଙ୍କ ତ‌ଥା ଶ୍ରେଣୀ ଓ ପରିଶେଷରେ ଜିଲ୍ଲା ଛାଞ୍ଚ ଥିବ । ମୁଁ ଟିକେ ଭଲଭାବେ ପ୍ରକଳ୍ପ ପୃଷ୍ଠାଟି ଗଢ଼ିଦେଲେ ତମ ତିଆରି ଛାଞ୍ଚଟି ଏଥିରେ ରଖିହେବ ଯାହା ଗୋଟେ ମାଙ୍କ ଛାଞ୍ଚ ଭାବେ ସବୁ ଗାଁ ପାଇଁ ବ୍ୟବ‌ହାର ହୋଇପାରିବ ।--ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୨୬, ୨୦ ମାର୍ଚ୍ଚ ୨୦୧୩ (UTC)

ନିଶ୍ଚିତ ଭାବେ ଚେଷ୍ଟା କରିବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୧୨, ୨୦ ମାର୍ଚ୍ଚ ୨୦୧୩ (UTC)
ଉଇକିପ୍ରକଳ୍ପ ଓଡ଼ିଶାର ସ୍ଥାନ"' ନାଁ ଟା ଟିକେ ବୋରିଙ୍ଗ ଶୁଭୁଛି, ମୋ ଗାଁ, ମୋ ସ‌ହର" ବା ସେମିତି କିଛି କ୍ରିଏଟିଭ ନାଁ ପାଇଁ ଆଲୋଚନା ଆରମ୍ଭ କର । ଆଉ ନାଁ ଛଡ଼ା ସମସ୍ତଙ୍କ ମତାମତ ପାଇଁ ଆଲୋଚନା ସଭାରେ ପ୍ରସ୍ତାବଟିଏ ବାଢ଼ । ଆଉ ତା ପରେ ପୁରା ଦମରେ କାମଟା ହାତକୁ ନେବା ;-) --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୦:୫୭, ୨୧ ମାର୍ଚ୍ଚ ୨୦୧୩ (UTC)

Novak Djokovic[ସମ୍ପାଦନା]

Hi, could you do an article about Serbian tennis player Novak Djokovic, en:Novak Djokovic.--Soundwaweserb (ମୋ ଆଲୋଚନା) ୦୨:୦୧, ୧୬ ଅପ୍ରେଲ ୨୦୧୩ (UTC)

Article started by ଶିତିକଣ୍ଠ ଦାଶ‎‎.--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୪୮, ୨୧ ଅପ୍ରେଲ ୨୦୧୩ (UTC)

ନାମ ବାବଦରେ[ସମ୍ପାଦନା]

ଜୟ ଜଗନ୍ନାଥ ଭାଇ, ‌‌ଷ୍ଟ୍ରୋକ ତ‌ଥା ଆଉ କିଛି ପ୍ରସଙ୍ଗରେ ବନାନ ବାବଦରେ ମୁଁ ପଚାରିଥିଲି, ନ‌ଜରରେ ପଡ଼ିନି ବୋଧେ? ;)

A2K କାର୍ଯ୍ୟପନ୍ଥା ଏପ୍ରିଲ ୨୦୧୩ - ଜୁନ ୨୦୧୪ରେ ତମ ମତାମତ ପାଇଁ ବି ଅପେକ୍ଷାରେ ରହିଲି । --ସୁଭାସିସ ପାଣିଗାହିମୋତେ କହିବେ କିଛି? ୨୦:୦୯, ୨୨ ଅପ୍ରେଲ ୨୦୧୩ (UTC)

ଜୟ ଜଗନ୍ନାଥ, ସ୍ଟ୍ରୋକ ପ୍ରସଙ୍ଗଟିକୁ ଆରମ୍ଭ କରି ଏପର୍ଯ୍ୟନ୍ତ ସର୍ବାଧିକ ତଥ୍ୟ ଯୋଡ଼ିଥିବା ସୁବାସ ସାରଙ୍କ ମତ ଅପେକ୍ଷାରେ ଥିଲି, ମୁଁ ଜାଣିବାରେ ସେ ତଥ୍ୟ ଯୋଡ଼ିବା ବେଳେ ବନାନ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇଥାନ୍ତି, ତେଣୁ ମତ ଦେଇନି ।
ଓଡ଼ିଆ ଉଇକିପିଡ଼ିଆର ସମସ୍ତ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ପ୍ରତି ମୋର ସମର୍ଥନ ରହିଛି ଓ ରହିଥିବ ‌। ବିଭିନ୍ନ କାରଣ ବଶତଃ ଇଚ୍ଛାଥିଲେ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସମ୍ଭବ ହେଉନି । ତେବେ A2K କାର୍ଯ୍ୟପନ୍ଥା ବାବଦରେ ମୋର ସେଭଳି କିଛି ଉଲ୍ଲେଖଯୋଗ୍ୟ ମତ ନଥିବାରୁ ମୁଁ ମତାମତ ଦେଇନି :( --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୦, ୨୩ ଅପ୍ରେଲ ୨୦୧୩ (UTC)

ଧନ୍ୟବାଦ[ସମ୍ପାଦନା]

ଧନ୍ୟବାଦ ।--Tarun Kumar Pani (ମୋ ଆଲୋଚନା) ୦୮:୦୧, ୬ ଜୁଲାଇ ୨୦୧୩ (UTC)

ଜ‌ୟ ଜଗନ୍ନାଥ ଭାଇ,

ଗୋକୁଳାନନ୍ଦ ମହାପାତ୍ରଙ୍କ ତିରୋଧାନ ତାରିଖଟି ଦେଲି ଅଥଚ ଠିକରେ ଆସୁନାହିଁ, ଟିକେ ସଜାଡ଼ି ଦେବ କି? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୩:୩୬, ୧୧ ଜୁଲାଇ ୨୦୧୩ (UTC)