ବଣି
ଦେଖଣା

| ବଣି | |
|---|---|
| Scientific classification | |
| Kingdom: | Animalia
|
| Phylum: | Chordate
|
| Class: | bird
|
| Order: | Passeriformes
|
| Family: | Sturnidae
|
| Genus: | Acridotheres
|
| Species: | A. tristis
|
| Binomial name | |
| Acridotheres tristis Carolus Linnaeus
| |

ସମଗ୍ର ଓଡ଼ିଶାରେ ବଣି ଦେଖାଯାଆନ୍ତି । ବଣି ଜଙ୍ଗଲରେ ବାସ କରିବାକୁ ଭଲପାଆନ୍ତିନାହିଁ । ସାଧାରଣତଃ ଜନବସତି ଅଞ୍ଚଳରେ ଥିବା ଗଛମାନଙ୍କରେ ନୀଡ଼ ବାନ୍ଧନ୍ତି । ବିଦ୍ୟୁତ୍ ଖୁଣ୍ଟ, ଘରର ପାରାପେଟି ଆଦିରେ ମଧ୍ୟ ବଣିମାନେ ରହୁଥିବା ଦେଖାଯାଏ । ପୋକଜୋକ, ଫଳ, ମଣିଷର ଖାଦ୍ୟର ଅବଶେଷ, ଶସ୍ୟ କଣିକା ଉପରେ ବଣିମାନେ ନିର୍ଭରଶୀଳ । ରଙ୍ଗ ଓ ଆକାର ଦୃଷ୍ଟିରୁ ମାଈ ଓ ଅଣ୍ଡିରା ବଣି ଉଭୟ ସମାନ । ବଣିମାନେ ସାଧାରଣତଃ ଗ୍ରୀଷ୍ମ ଋତୁରେ ବସା ବାନ୍ଧନ୍ତି । ମାଈବଣି ଥରକେ ୪-୫ଟି ଗାଢ଼ ନୀଳରଙ୍ଗର ଡିମ୍ବ ପାରିଥାଏ । 'କିକ୍-କିକ୍-କିକ୍' ଶବ୍ଦରୁ ବଣିଙ୍କ ଉପସ୍ଥିତି ବାରିହୋଇପଡେ । ବଣିମାନେ ଯୋଡ଼ି ଯୋଡ଼ି ବୁଲିବାକୁ ପସନ୍ଦ କରନ୍ତି । ଯୋଡ଼ିବଣି ଦେଖିବା ଶୁଭ ବୋଲି ଓଡ଼ିଆଙ୍କ ବିଶ୍ୱାସ । [୧]
ଆଧାର
[ସମ୍ପାଦନା]ଅଧିକ ତଥ୍ୟ
[ସମ୍ପାଦନା]| ବଣି ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
| ଉଇକିଜାତିରେ ଜାତି ସୂଚି Acridotheres tristis | |
- ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବଣି ସମ୍ପର୍କିତ ତଥ୍ୟ Archived 2013-09-29 at the Wayback Machine.
- Common Myna videos, photos & sounds on the Internet Bird Collection
- (Indian Myna =) Common Myna - Species text in The Atlas of Southern African Birds.
- Indian Myna Control Handbook Archived 2009-02-19 at the Wayback Machine.
- "Acridotheres tristis". Integrated Taxonomic Information System. Retrieved 23 February 2009.
- Common Myna video on Wild Sri Lanka
- ANU Indian Common Myna page Archived 2010-02-17 at the Wayback Machine. about Mynas as an invasive species in Australia and what can be done to control them