ବ୍ୟବହାରକାରୀଙ୍କ ଆଲୋଚନା:Jitu-IIMC

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Jitu-IIMC,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୫, ୧୮ ସେପ୍ଟେମ୍ବର ୨୦୧୩ (UTC)

ଏଇ ଦେଶ ଓ ଏଇ ମାଟି[ସମ୍ପାଦନା]

ଜୀବନରେ ବଞ୍ଚିବା ପାଇଁ କାମ କର | କାମ ପାଇଁ ଅଭ୍ୟାସ କର | ଅଭ୍ୟାସ ବଳରେ ମଣିଷ ଶ୍ରେଷ୍ଠ ହୋଇପରେ | କାମ କର ନିଜ ପାଇଁ କିନ୍ତୁ ତା ଠାରୁ ଭଲ ହେଉଛି ଦେଶ ପାଇଁ | ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ନିଜ ଛଡା ଆଉ କାହା ପାଇଁ ଚିନ୍ତା କରିପାରୁ ନାହିଁ | ଭବିଷ୍ୟତରେ ଏହା ଆମ ସମସ୍ତଙ୍କୁ ବଡ ଅସୁବିଧାରେ ପକାଇବ | ଜଉଟା କି ଆମେ କଲ୍ପନା କରି ପାରିବା ନାହିଁ | ଦେଶ ଥିଲେ ରାଜ୍ୟ, ରାଜ୍ୟ ଥିଲେ ଜିଲ୍ଲା, ଜିଲ୍ଲା ଥିଲେ ଆମ ଗାଁ | ଜଦି ଦେଶ ହିଁ ରହିବ ନାହିଁ ତାହା ହେଲେ ଆମେ କେଉଁଠି | ଏହ୍ ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ସମୟ ବାହାର କରି କିଛି କ୍ଷଣ ପାଇଁ ଚିନ୍ତା କର | ନିଜେ ଜଦି କଛି କରିପାରିବା ନାହିଁ ତା ହେଲେ ଆମ ଭବିଷ୍ୟତ ଆମକୁ କଣ କହିବ | ଆମେ ସମସ୍ତେ ଏହି ସ୍ଥାନରେ କେବଳ ଆମ ପୂର୍ବ ପୁରୁଷଙ୍କ ଅବଦାନରେ | ତେଣୁ ଚିନ୍ତା ନ କରି କଣ କରିପାରିବା ତା ଉପରେ ଧ୍ୟାନ ଦେବା ଦରକାର |

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)