ବ୍ୟବହାରକାରୀଙ୍କ ଆଲୋଚନା:Himansu Sekhar Fatesingh

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Himansu Sekhar Fatesingh, ଧନ୍ୟବାଦ – ~~~~

--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୩୦, ୯ ଫେବୃଆରୀ ୨୦୧୪ (UTC)

ଉଇକିପିଡିଆରେ ଲେଖା ବାବଦରେ[ସମ୍ପାଦନା]

ଆଦରର ହିମାଂଶୁ ଶେଖର ! ଉଇକିପିଡିଆରେ ଆପଣକ ଅବଦାନ ପାଇଁ ଧନ୍ୟବାଦ । ଆପଣ ଜଂକିଆ ପ୍ରସଙ୍ଗଟିକୁ ଲେଖିଛନ୍ତି ଯାହାକୁ ଆପଣ ଆହୁରି ଅଧିକ ଉନ୍ନତ କରିପାରିବେ । ଦୟାକରି ସେହିଭଳି ଥିବା ଅନ୍ୟ ପ୍ରସଙ୍ଗଗୁଡିକୁ ଦେଖନ୍ତୁ । ଉଦାହରଣ ସ୍ୱରୂପ ଆପଣ ଏହି ପ୍ରସଙ୍ଗଗୁଡିକୁ ଦେଖିପାରିବେ ସୋରଣ, ବାଲୁଗାଁ ଇତ୍ୟାଦି । ଉଇକିପିଡିଆରେ ବିନା ଆଧାରରେ ଥିବା ଲେଖାଗୁଡ଼ିକୁ ଲିଭାଇ ଦିଆଯାଇଥାଏ । ଅଧିକ ସୂଚନା ଦରକାର ଥିଲେ ଚଟସଭାରେ ପଚାରିପାରିବେ କିମ୍ବା ମୋତେ ପଚାରିପାରିବେ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୪୭, ୧୨ ଫେବୃଆରୀ ୨୦୧୪ (UTC)

ନିଜ ଉପରେ ପ୍ରସଙ୍ଗ[ସମ୍ପାଦନା]

ବନ୍ଧୁ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଆପଣ ନିଜେ ନିଜ ଉପରେ ଲେଖିବା ଠିକ ନୁହେଁ, ନିଷ୍ପକ୍ଷ ହୋଇ ଆଉ କେହି ଲେଖିଲେ ଭଲ । ଆପଣ ଆଲୋଚନା ପୃଷ୍ଠାରେ କିଛି ଭୁଲ ବା ବଦଳ ଆବଶ୍ୟକ ଥିଲେ ଲେଖିପାରିବେ । ବର୍ତମାନ ପାଇଁ ଆପଣଙ୍କ ଇଉଜର ଉପପୃଷ୍ଠକୁ ଘୁଞ୍ଚାଇଲି ବ୍ୟବହାରକାରୀ:Himansu Sekhar Fatesingh/ହିମାଂଶୁ ଶେଖର ଫତେସିଂହ । -- ଅଂଶୁମାନ ତାର ଯୋଡ଼ିବେ? ୧୮:୩୯, ୧୨ ଫେବୃଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)