ବ୍ୟବହାରକାରୀଙ୍କ ଆଲୋଚନା:Dismant39

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Dismant39, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୨:୨୨, ୩ ଜୁଲାଇ ୨୦୨୨ (IST)[reply]

ଆପଣଙ୍କ ସମ୍ପାଦନା ବାବଦରେ[ସମ୍ପାଦନା]

ଆଦରର @Dismant39:: ଉଇକିପିଡ଼ିଆରେ ଆଗ୍ରହ ଓ ସମ୍ପାଦନା ପାଇଁ ଧନ୍ୟବାଦ । ତେବେ ଆପଣଙ୍କର କିଛି ନିକଟର ସମ୍ପାଦନା ବାବଦରେ ଜଣାଇବାକୁ ଚାହୁଁଛି । ଆପଣ ଓଡ଼ିଆ ଉଇକିପିଡ଼ିଆରେ ମାମା ମିଶ୍ର ପ୍ରସଙ୍ଗକୁ ବଦଳାଇ Hina Tasleem କରିଛନ୍ତି ଆଉ ଇଂରାଜୀ ଉଇକିପିଡ଼ିଆରେ Hina Tasleem ପ୍ରସଙ୍ଗରେ ମାମା ମିଶ୍ର ଯୋଡ଼ିଛନ୍ତି । ଦୁଇଜଣ ଅଲଗା ଅଲଗା ଅଭିନେତ୍ରୀଙ୍କ ପ୍ରସଙ୍ଗରେ ଏଭଳି ଅନାବଶ୍ୟକ ବଦଳର କାରଣ ଜଣାଇବେ କି? ଦ୍ୱିତୀୟରେ ସୁହାଗ ସିନ୍ଦୂର ପ୍ରସଙ୍ଗରେ କୌଣସି ଆଧାର ବିନା ଆପଣ ବଦଳେଇଛନ୍ତି । ପ୍ରତିଷ୍ଠିତ ଖବରକାଗଜ/ପତ୍ରିକା/ଖବର ୱେବସାଇଟ/ଜର୍ଣ୍ଣାଲ ଆଦି ଆଧାର ବା ରେଫରେନ୍ସ ବିନା ଉଇକିପିଡ଼ିଆରେ ତଥ୍ୟ ଯୋଡ଼ିବା ମନା । ଉଇକିପିଡ଼ିଆରେ ଲିଖନଶୈଳୀ ବାବଦରେ ଆପଣ ଅଧିକ ଏଠାରୁ ପଢ଼ିପାରିବେ । ସୁଭ (ଆଳାପ) ୧୮:୪୬, ୨୮ ଜୁଲାଇ ୨୦୨୨ (IST)[reply]