ବ୍ୟବହାରକାରୀଙ୍କ ଆଲୋଚନା:DarshanSuryaSahu

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର DarshanSuryaSahu,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ବାଡ଼େଇବେ! ୧୪:୨୪, ୧୬ ସେପ୍ଟେମ୍ବର ୨୦୧୯ (IST)[reply]

People's forum[ସମ୍ପାଦନା]

ଆପଣଙ୍କ ଲେଖାଟିକୁ ବ୍ୟବହାରକାରୀ:DarshanSuryaSahu/People's forum ଆପଣଙ୍କ ଇଉଜର ସ୍ପେସକୁ ଆଣିଲି, ଉଇକିପିଡ଼ିଆ ନିୟମ ଅନୁସାରେ, ଓଡ଼ିଆ ଭାଷାରେ ଆଧାର ସହିତ ଲେଖାଗଲେ ପୁଣି ନେଇପାରିବା । ଧନ୍ୟବାଦ । -- ଅଂଶୁମାନ ବାଡ଼େଇବେ! ୧୪:୨୪, ୧୬ ସେପ୍ଟେମ୍ବର ୨୦୧୯ (IST)[reply]