ବ୍ୟବହାରକାରୀଙ୍କ ଆଲୋଚନା:Asfiwne

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Asfiwne, ଧନ୍ୟବାଦ – ~~~~

--ସୁଭ (ଆଳାପ) ୧୨:୩୮, ୧୦ ମାର୍ଚ୍ଚ ୨୦୨୦ (IST)[reply]

ଆପଣ ଆରମ୍ଭ କରିଥିବା ନୂତନ ପ୍ରସଙ୍ଗ[ସମ୍ପାଦନା]

ଆଦରର @Asfiwne:, ଆପଣ ନିକଟରେ ତିନୋଟି ନୂଆ ପ୍ରସଙ୍ଗର ଅନୁବାଦ ଆରମ୍ଭ କରିଛନ୍ତି:

  1. ସୁଭାଷ କାକ
  2. ରାମ ସ୍ୱରୂପ
  3. କୋଏନ୍ରାଡ୍ ଏଲଷ୍ଟ

ସେଗୁଡ଼ିକୁ ଆରମ୍ଭ କରି ଖୁବ କମ ସମୟରେ ଅନେକ ତଥ୍ୟର ଅନୁବାଦ କରିଥିବାରୁ ଧନ୍ୟବାଦ । ତେବେ ଆପଣ ବୋଧେ ଗୁଗଲ ଟ୍ରାନ୍ସଲେଟ ବ୍ୟବହାର କରି ଅନୁବାଦ କରୁଛନ୍ତି । ଅନୁବାଦ ପରେ କୌଣସି ସମ୍ପାଦନା ବିନା ଲେଖାସବୁ ଉଇକିପିଡ଼ିଆରେ ପୋଷ୍ଟ ହେବା ହେତୁ ଖୁବ ନିମ୍ନମାନର ଲେଖା ଏଠାରେ ରହିଛି । ଏଣୁ ସବୁଯାକ ଲେଖାରେ ସୁଧାରିବା ପାଇଁ ଛାଞ୍ଚ ପଡ଼ିଛି । ଦୟାକରି ଉଇକିପିଡ଼ିଆ:ନିୟମାବଳୀ ପଢ଼ି ସେହି ଅନୁସାରେ ଲେଖିବେ ଓ ଛାଞ୍ଚଗୁଡ଼ିକୁ କାଢ଼ିବେ ନାହିଁ । ଅନ୍ୟ ଅଭିଜ୍ଞ ସମ୍ପାଦକମାନେ ପରେ ଲେଖାର ମାନ ଉନ୍ନତ ହେଲେ ସେସବୁ କାଢ଼ିବେ । ଏକାଥରେ ଏକାଧିକ ପ୍ରସଙ୍ଗ ଆରମ୍ଭ କରିବାଠାରୁ ଗୋଟିଏ ପ୍ରସଙ୍ଗ ଭଲ ଭାବେ ଅନୁବାଦ କରିବା ବୋଧେ ବେଶୀ ଭଲ ହୋଇପାରେ । ଏ ତିନୋଟି ପ୍ରସଙ୍ଗର "ରଚନାବଳୀ" ବିଭାଗ ସିଧାସଳଖ କପିକରାଯାଇଛି ଯାହା ଫଳରେ ପ୍ରସଙ୍ଗଗୁଡ଼ିକ ଅସମତୁଲ । ଯେଉଁ ବିଭାଗଗୁଡ଼ିକ ଏହି ଭଳି ସିଧା କପିକରାଯାଇପାରିବ ତାକୁ ପଛକୁ ରଖି ପ୍ରଥମେ ମୁଖ୍ୟ ଭାଗର ଅନୁବାଦ ହୁଏତ ଭଲ ହେବ । ସେହି ଭଳି "ବାହାର ତଥ୍ୟ" ବିଭାଗରେ ଅନେକ ଅଦରକାରୀ ଲିଙ୍କ ରହିଛି । ତାହା ମୂଳରୁ କପି ନ କଲେ ଭଲ । --ସୁଭ (ଆଳାପ) ୧୨:୩୮, ୧୦ ମାର୍ଚ୍ଚ ୨୦୨୦ (IST)[reply]

ଆପଣଙ୍କ ଲିଖିତ ପ୍ରସଙ୍ଗଗୁଡ଼ିକୁ ଆପଣଙ୍କ ଇଉଜର ସ୍ପେସକୁ ଆଣିଲି । ଅନୁବାଦ ସଜାଡ଼ି ଉନ୍ନତ କଲାପରେ, ମୁଖ୍ୟ ସ୍ପେସକୁ ନେବା । କିଛି ସାହାଯ୍ୟ ଦରକାର ହେଲେ ଜଣାଇବେ । ଧନ୍ୟବାଦ । -- ଅଂଶୁମାନ ବାଡ଼େଇବେ! ୧୮:୧୩, ୮ ମଇ ୨୦୨୦ (IST)[reply]