ଉଇକିପିଡ଼ିଆ:ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
Jump to navigation
Jump to search
ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬ ୮ ମାର୍ଚ୍ଚ ୨୦୧୬ - ୭ ଅପ୍ରେଲ ୨୦୧୬ ଆଦର୍ଶ ମହିଳାମାନଙ୍କ ଗୌରବଗାଥାକୁ ଲିପିବଦ୍ଧ କରି ରଖିବାର ଉତ୍ସବ |
![]() |
ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ । ପ୍ରସଙ୍ଗ ତାଲିକା[ସମ୍ପାଦନା]ନୂଆ ପ୍ରସଙ୍ଗ[ସମ୍ପାଦନା]ବ୍ୟକ୍ତିତ୍ୱ[ସମ୍ପାଦନା]
ଅନ୍ୟାନ୍ୟ[ସମ୍ପାଦନା]ନିଜେ ତିଆରି କରିଥିବା ଲେଖାକୁ ଏଠାରେ ରଖନ୍ତୁ। ଲେଖାରେ ଏହି ଶ୍ରେଣୀ ବ୍ୟବହାର କରନ୍ତୁ ଶ୍ରେଣୀ:୨୦୧୬ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ । ମହିଳା ମାସରେ ତିଆରି ପ୍ରସଙ୍ଗ
ପୁରୁଣା ପ୍ରସଙ୍ଗ ଉଇକିକରଣ[ସମ୍ପାଦନା]
ଅଂଶଗ୍ରହଣ[ସମ୍ପାଦନା]
ଆଧାର ସଂଗ୍ରହ[ସମ୍ପାଦନା]
|