ବେମେତାରା
ଦେଖଣା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (August 2014) |
Bemetara | |
---|---|
town | |
Country | India |
State | Chhattisgarh |
District | Bemetara |
Government | |
• President | Mr. Ashish Chhabra |
Elevation | 278 m (912 ft) |
Population (2011) | |
• Total | ୨୮,୫୩୬ |
Languages | |
• Official | Hindi, Chhattisgarhi |
Time zone | UTC+5:30 (IST) |
PIN | 491335 |
Telephone code | 07824 |
ଯାନବାହାନ ପଞ୍ଚୀକରଣ | CG 25 |
Website | www |
ବେମେତାରା (Hindi: बेमेतरा )ଭାରତୀୟ ରାଜ୍ୟ ଛତିଶଗଦର ଏକ ସହର ।
ଜନ ଆବାଦି
[ସମ୍ପାଦନା]୨୦୧୧ ମସିହାର ଜନଗଣନା ଅନୁସାରେ ବେମେତାରାର ଜନସଂଖ୍ୟା ୨୮,୫୩୬ ଥିଲା । ବେମେତାରା ଏକ ମୁନସିପାଲିଟି ଅଞ୍ଚଳ । ଜନଗଣନାରେ ମିଳିଥିବା ମୁଖ୍ୟ ତଥ୍ୟଗୁଡ଼ିକ ହେଲା
- ବେମେତାରାରେ ୫.୮୦୦ ପରିବାର ରହନ୍ତି । । .
- ସମୁଦାୟ ଜନସଂଖ୍ୟାର ୫୦% ପୁରୁଷ ।;
- ସାକ୍ଷ୍ୟରତାର ହାର ୭୦% ହେଇଥିବା ବେଳେ ୩୮% ଶ୍ରମିକ ଥିବାର ପ୍ରକାଶ ।
ବେମେତାରା (Hindi: बेमेतरा )ଭାରତୀୟ ରାଜ୍ୟ ଛତିଶଗଦର ଏକ ସହର ।
- ବେମେତାରାରେ ୫.୮୦୦ ପରିବାର ରହନ୍ତି । । .
- ସମୁଦାୟ ଜନସଂଖ୍ୟାର ୫୦% ପୁରୁଷ ।;
- ସାକ୍ଷ୍ୟରତାର ହାର ୭୦% ହେଇଥିବା ବେଳେ ୩୮% ଶ୍ରମିକ ଥିବାର ପ୍ରକାଶ ।
Sita Devi Temple
[ସମ୍ପାଦନା]ଦେବାରବୀଜା ଗ୍ରାମ ଏଠାରୁ ୧୫ କିଲୋମିଟର । ସେଠାରେ ଅତି ପ୍ରାଚୀନ ସୀତା ଦେବୀ ମନ୍ଦିର ଅବସ୍ଥିତ । କୁହାଯାଏ , ବନବାସ ସମୟରେ ରାମା ଓ ସିତା ସେହି ସ୍ଥଳରେ ଅବସ୍ଥାନ କରୁଥିଲେ ।
ସୋମନାଥ ମନ୍ଦିର
[ସମ୍ପାଦନା]ଶିବନାଥ ଓ ଖରୁନ ନଦୀ ତଟ ନିକଟରେ ସୋମନାଥ ମନ୍ଦିର ଅବସ୍ଥିତ । ଏହା ବେମେତାରାଠାରୁ ୨୬ କିଲୋମିଟର ଦୁରବର୍ତୀ । ଏହି ସ୍ଥାନଟି ସୁଦୃଶ୍ୟ । .
ସିଦ୍ଧି ମାତା ସନ୍ଧି
[ସମ୍ପାଦନା]ଏହା ଜିଲ୍ଲାରେ ଏକ ସର୍ବ ବୃହତ ଏବଂ ପ୍ରସିଦ୍ଧ ମନ୍ଦିର ।
ନିକଟସ୍ଥ ଆକର୍ଷଣୀୟ ସ୍ଥଳ ସବୁ
[ସମ୍ପାଦନା]- Kanha National Park
- Achanakmar Wildlife Sanctuary
- Amarkantak
- Bhoramdeo Temple
- Dongargarh
- Ratanpur Mahamaya Temple
- Sirpur
- Champaran
- Rajim
- Chitrakot Falls
- Indravati National Park
- Kanger Valley National Park
- Gangrel Dam
- Murrum Silli Dam
- Barnawapara Wildlife Sanctuary
- Jatmai-Ghatarani Waterfalls
- Kaivalya Dham Jain Temple
- Bhilai Steel Plant
- Purkhautin Muktangan Raipur
- Dudadhari math Raipur
- Shri Shami Ganesh Temple, NAvagarh