ବେମେତାରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bemetara
town
Country India
StateChhattisgarh
DistrictBemetara
Government
 • PresidentMr. Ashish Chhabra
Elevation
278 m (912 ft)
Population
 (2011)
 • Total୨୮,୫୩୬
Languages
 • OfficialHindi, Chhattisgarhi
Time zoneUTC+5:30 (IST)
PIN
491335
Telephone code07824
ଯାନବାହାନ ପଞ୍ଚୀକରଣCG 25
Websitewww.bemetara.gov.in

ବେମେତାରା (Hindi: बेमेतरा )ଭାରତୀୟ ରାଜ୍ୟ ଛତିଶଗଦର ଏକ ସହର । 

ଜନ ଆବାଦି [ସମ୍ପାଦନା]

୨୦୧୧ ମସିହାର ଜନଗଣନା ଅନୁସାରେ ବେମେତାରାର ଜନସଂଖ୍ୟା ୨୮,୫୩୬ ଥିଲା । ବେମେତାରା ଏକ ମୁନସିପାଲିଟି ଅଞ୍ଚଳ । ଜନଗଣନାରେ ମିଳିଥିବା  ମୁଖ୍ୟ ତଥ୍ୟଗୁଡ଼ିକ ହେଲା 

    • ବେମେତାରାରେ ୫.୮୦୦ ପରିବାର ରହନ୍ତି ।  । .
    • ସମୁଦାୟ ଜନସଂଖ୍ୟାର ୫୦% ପୁରୁଷ ।; 
    • ସାକ୍ଷ୍ୟରତାର ହାର ୭୦% ହେଇଥିବା ବେଳେ ୩୮% ଶ୍ରମିକ ଥିବାର ପ୍ରକାଶ । 

ବେମେତାରା (Hindi: बेमेतरा )ଭାରତୀୟ ରାଜ୍ୟ ଛତିଶଗଦର ଏକ ସହର । 

    • ବେମେତାରାରେ ୫.୮୦୦ ପରିବାର ରହନ୍ତି ।  । .
    • ସମୁଦାୟ ଜନସଂଖ୍ୟାର ୫୦% ପୁରୁଷ ।; 
    • ସାକ୍ଷ୍ୟରତାର ହାର ୭୦% ହେଇଥିବା ବେଳେ ୩୮% ଶ୍ରମିକ ଥିବାର ପ୍ରକାଶ । 

Sita Devi Temple[ସମ୍ପାଦନା]

ଦେବାରବୀଜା ଗ୍ରାମ ଏଠାରୁ ୧୫ କିଲୋମିଟର । ସେଠାରେ ଅତି ପ୍ରାଚୀନ ସୀତା ଦେବୀ ମନ୍ଦିର ଅବସ୍ଥିତ । କୁହାଯାଏ , ବନବାସ ସମୟରେ ରାମା ଓ ସିତା ସେହି ସ୍ଥଳରେ ଅବସ୍ଥାନ କରୁଥିଲେ । 

ସୋମନାଥ ମନ୍ଦିର [ସମ୍ପାଦନା]

ଶିବନାଥ ଓ ଖରୁନ ନଦୀ ତଟ ନିକଟରେ ସୋମନାଥ ମନ୍ଦିର ଅବସ୍ଥିତ । ଏହା ବେମେତାରାଠାରୁ ୨୬ କିଲୋମିଟର ଦୁରବର୍ତୀ । ଏହି ସ୍ଥାନଟି ସୁଦୃଶ୍ୟ । .

ସିଦ୍ଧି ମାତା ସନ୍ଧି [ସମ୍ପାଦନା]

ଏହା ଜିଲ୍ଲାରେ ଏକ ସର୍ବ ବୃହତ ଏବଂ ପ୍ରସିଦ୍ଧ ମନ୍ଦିର । 

ନିକଟସ୍ଥ ଆକର୍ଷଣୀୟ ସ୍ଥଳ ସବୁ [ସମ୍ପାଦନା]

ଚିତ୍ରକୋଟ ପ୍ରପାତ 
ସିରପୁରଠାରେ ଥିବା ଲକ୍ଷ୍ମଣ ମନ୍ଦିର 
  • Kanha National Park
  • Achanakmar Wildlife Sanctuary
  • Amarkantak
  • Bhoramdeo Temple
  • Dongargarh
  • Ratanpur Mahamaya Temple
  • Sirpur
  • Champaran
  • Rajim
  • Chitrakot Falls
  • Indravati National Park
  • Kanger Valley National Park
  • Gangrel Dam
  • Murrum Silli Dam
  • Barnawapara Wildlife Sanctuary
  • Jatmai-Ghatarani Waterfalls
  • Kaivalya Dham Jain Temple
  • Bhilai Steel Plant
  • Purkhautin Muktangan Raipur
  • Dudadhari math Raipur
  • Shri Shami Ganesh Temple, NAvagarh

ଆଧାର [ସମ୍ପାଦନା]