ବେଦାଙ୍ଗଦାସ ମହାନ୍ତି
ବେଦାଙ୍ଗଦାସ ମହାନ୍ତି | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ପୁରସ୍କାର | "୨୦୧୫ ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" (ପ୍ରାକୃତିକ ବିଜ୍ଞାନ) |
ବିଜ୍ଞାନୀ ଜୀବନ | |
କର୍ମାନୁଷ୍ଠାନ | ଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର (ପିଏଚଡ଼ି, ୨୦୦୨) |
ବେଦାଙ୍ଗଦାସ ମହାନ୍ତି ଜଣେ ଓଡ଼ିଆ ଓ ପ୍ରଫେସର । ସେ ଓଡ଼ିଶାର ଭୁବନେଶ୍ୱରରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନଠାରେ ପ୍ରାକୃତିକ ବିଜ୍ଞାନ ବିଭାଗର ପ୍ରଫେସର । ୨୦୧୫ରେ ପ୍ରାକୃତିକ ବିଜ୍ଞାନ ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର "ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" ବିଜେତା ।[୧] [୨] [୩] ଦାସ ଏକ୍ସପେରିମେଣ୍ଟାଲ ହାଇ ଏନର୍ଜି ଫିଜିକ୍ସ (experimental high energy physics) ଉପରେ ଗବେଷଣା କରୁଛନ୍ତି । ତାଙ୍କର ଅନ୍ୟାନ୍ୟ ଗବେଷଣା କ୍ୱାଣ୍ଟମ ମେକାନିକ୍ସ ଓ ଆପେକ୍ଷିକତା ଆଦି ବିଷୟରେ ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବେଦାଙ୍ଗଦାସ ମହାନ୍ତି ଓଡ଼ିଶାରେ ଜନ୍ମ ନେଇଥିଲେ ।
ଶିକ୍ଷା ଓ ଗବେଷଣା
[ସମ୍ପାଦନା]ଦାସ ଭୁବନେଶ୍ୱରର ଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରୁ ୨୦୦୨ ମସିହାରେ ପିଏଚଡ଼ି ସମ୍ମାନ ଲାଭ କରିଥିଲେ । ସେ କଲିକତାର ଭେରିଅବଲ ଏନର୍ଜି ସେଣ୍ଟରଠାରେ ୨୦୦୨ରୁ ୨୦୦୩ ମଧ୍ୟରେ ଡିଏଇ କେଏସ କୃଷ୍ଣନ ଫେଲୋ ଭାବେ କାମ କରୁଥିଲେ । ପରେ ୨୦୦୪ରୁ ୨୦୧୨ ଯାଏ ସେ ସେଠାରେ ସାଇଣ୍ଟିଫିକ ଅଫିସର ଭାବେ କାମ କରୁଥିଲେ । ୨୦୦୬ରୁ ୨୦୦୭ ଭିତରେ ସେ ଆମେରିକାର ଲରେନ୍ସ ବର୍କଲି ନ୍ୟାସନାଲ ଲାବୋରୋଟୋରିଠାରେ ପୋଷ୍ଟ-ଡକ୍ଟରାଲ ଫେଲୋ ଭାବେ କାମ କରୁଥିଲେ ।[୫]
ମାନସମ୍ମାନ
[ସମ୍ପାଦନା]- ୨୦୧୪ ପରଠାରୁ: ALICE ପରୀକ୍ଷଣ, ଲାର୍ଜ ହାଡ୍ରନ କଲିଡର ଫାସିଲିଟି (Large Hadron Collider Facility), CERN, ଜେନେଭାଠାରେ ନିର୍ବାଚିତ ସଦସ୍ୟ
- ୨୦୧୧-୨୦୧୪: ଡେପୁଟି ସ୍ପୋକ୍ସପର୍ସନ, ରିଲେଟିଭିଷ୍ଟିକ ହେଭି ଆଇରନ କଲିଡର ଫାଲିସିଟି ଷ୍ଟାର ଏକ୍ସପେରିମେଣ୍ଟ (Relativistic Heavy Ion Collider Facility), ବ୍ରୁକହାଭେନ ନ୍ୟାସନାଲ ଲାବୋରୋଟୋରି (Brookhaven National Laboratory), ନିଉ ୟର୍କ, ଆମେରିକା
- ୨୦୧୦-୨୦୧୧: SwarnaJayanti Fellowship - Department of Science and Technology, Govt. of. India
- ୨୦୧୦: Outstanding Research Investigator award - DAE-Science Research Council Fellowship - Govt. of India
- ୨୦୦୮-୨୦୧୧: Physics Coordinator STAR Experiment, Brookhaven National Laboratory, New York, USA
- ୨୦୦୬: Young Scientist award – Department of Atomic Energy, Govt. of India
- ୨୦୦୩: Associate of Indian Science Academy, Bangalore
- ୨୦୦୩: INSA Young Scientist medal – Indian National Science Academy, New Delhi
- ୨୦୦୨: Best thesis award in nuclear physics, Indian Physics Association
- ୨୦୦୨: Dr. K. S. Krishnan Fellowship – Department of Atomic Energy and Board of Research in Nuclear Sciences, Govt. of India
- ୧୯୯୭: L. K. Panda Award, Institute of Physics, Bhubaneswar
- ୧୯୯୬: University Gold Medal, Utkal University, Bhubaneswar
- ୧୯୯୪: Best Graduate Trophy for all streams in Bachelor program, Utkal University
ପ୍ରକାଶନ
[ସମ୍ପାଦନା]- Energy Dependence of Moments of Net-Proton Multiplicity Distributions at RHIC; Phys. Rev. Lett., 112, 032302 (2014)[୫]
- Observation of an Energy-Dependent Difference in Elliptic Flow between Particles and Antiparticles in Relativistic Heavy Ion Collisions. Phys.Rev.Lett., 110, 142301 (2013)[୫]
- Scale for the Phase Diagram of Quantum Chromodynamics. Science 332 (2011) 1525[୫]
- Observation of the antimatter helium-4 nucleus. Nature 473 (2011) 353[୫]
- Disoriented chiral condensate: theory and experiment. Phys.Rept. 414 (2005) 263[୫]
ଆଧାର
[ସମ୍ପାଦନା]- ↑ "Shanti Swarup Bhatnagar award 2015 announced". India Today. 26 September 2015. Retrieved 27 September 2015.
- ↑ "Shanti Swarup Bhatnagar Prize (SSB) for Science and Technology 201 5 List of recipients" (PDF). CSIR. Retrieved 27 September 2015.
- ↑ "11 selected for Shanti Swarup Bhatnagar award". ହିନ୍ଦୁ. 27 September 2015. Retrieved 27 September 2015.
- ↑ "Bedangadas Mohanty". Niser.ac.in. Retrieved 27 September 2015.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Bedangadas Mohanty". physics.niser.ac.in. Archived from the original on 6 January 2016. Retrieved 27 September 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |