ପ୍ରାକୃତିକ ବିଜ୍ଞାନ
Jump to navigation
Jump to search
ବିଜ୍ଞାନର ଯେଉଁ ବିଭାଗରେ ପ୍ରକୃତି ଏବଂ ତାହା ସମ୍ବନ୍ଧିତ ଅନ୍ୟାନ୍ୟ ପଦାର୍ଥ ଓ ବସ୍ତୁମାନଙ୍କ ବିଷୟରେ ଆଲୋଚନା କରାଯାଇଥାଏ ତାହାକୁ ପ୍ରକୃତିକବିଜ୍ଞାନ କୁହାଯାଏ ।[୧]
ବିଭାଗ[ସମ୍ପାଦନା]
ଏଥିରେ ଥିବା ବିଭାଗ ଗୁଡିକ ହେଲା ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ପ୍ରାଣୀ ବିଜ୍ଞାନ , ଅନ୍ତରୀକ୍ଷ ବିଜ୍ଞାନ ଇତ୍ଯାଦି ।