Jump to content

ବେଥାନେଚୋଲ

ଉଇକିପିଡ଼ିଆ‌ରୁ
ବେଥାନେଚୋଲ
Clinical data
Trade namesUrecholine, Myotonine, others[୧]
SynonymsBethanechol chloride, 2-[(aminocarbonyl)oxy]- N,N,N-trimethyl- 1-propanaminium
Carbamyl-β-methylcholine
AHFS/Drugs.commonograph
MedlinePlusa682849
Routes of
administration
By mouth
Legal status
Legal status
Identifiers
  • 2-(Carbamoyloxy)-N,N,N-trimethylpropan-1-aminium
Chemical and physical data
FormulaC7H17N2O2
Molar mass୧୬୧.୨୩ g·mol−1
3D model (JSmol)
  • O=C(OC(C)C[N+](C)(C)C)N
  • InChI=1S/C7H16N2O2/c1-6(11-7(8)10)5-9(2,3)4/h6H,5H2,1-4H3,(H-,8,10)/p+1 checkY
  • Key:NZUPCNDJBJXXRF-UHFFFAOYSA-O checkY
  (verify)

ବେଥାନେଚୋଲ, ବେପାର ନାମ ୟୁରେକୋଲିନ, ଏକ ଔଷଧ ଯାହା ମୂତ୍ର ଅବରୋଧ ଏବଂ ବୁକୁଜ୍ୱାଳା ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୪] ନିର୍ଦ୍ଦିଷ୍ଟ ଭାବରେ ଏହା ମୂତ୍ରାଶୟର ସଂକୋଚନ ଅଭାବ ହେତୁ ହେଉଥିବା ମୂତ୍ର ଅବରୋଧ ପାଇଁ ବ୍ୟବହୃତ ହୁଏ । [୫] ଖାଦ୍ୟର ଅଧ ଘଣ୍ଟା ପୂର୍ବରୁ, ପ୍ରତିଦିନ ୩-୪ ଥର ଏହା ପାଟିରେ ଦିଆଯାଏ । [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଫ୍ଲାଶ୍ ବା ଲାଲ ପଡ଼ିବା, ଝାଳ ବୋହିବା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ । [୪] ଧୀର ହୃଦସ୍ପନ୍ଦନ, ଅପସ୍ମାର, ପେଟ ଅଲସର୍, ଅନ୍ତନଳୀରେ ଅବରୋଧ, ପାର୍କିନସୋନିଜ୍ମ, ନିକଟ ଅତୀତରେ ହୃଦଘାତ, ସିଓପିଡି କିମ୍ବା ଅତ୍ୟଧିକ ଥାଇରଏଡ୍ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [୩] ଗର୍ଭାବସ୍ଥାରେ ଏହାର ପ୍ରଭାବ ଜଣା ନାହିଁ | [୬] ଏହା ଏକ ପାରାସିମ୍ପାଥୋମାଇମେଟିକ୍ ଔଷଧ ଯାହା ନିକୋଟିନିକ୍ ରିସେପ୍ଟର ଉପରେ କୌଣସି ପ୍ରଭାବ ନ ପକେଇ ସିଧାସଳଖ ମସ୍କାରିନିକ୍ ରିସେପ୍ଟରଗୁଡ଼ିକୁ ପ୍ରଭାବିତ କରିଥାଏ । [୭]

୧୯୪୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ବେଥାନେଚୋଲ୍ ଅନୁମୋଦିତ ହୋଇଥିଲା । [୪] ଯୁକ୍ତରାଜ୍ୟରେ ଏହାର ଏକ ମାସ ଔଷଧର ମୂଲ୍ୟ ୩୦ ପାଉଣ୍ଡ । [୩] ଯୁକ୍ତରାଷ୍ତରେ ଏହାର ମୂଲ୍ୟ ୨୫ ଡଲାର । [୮] ଏହା ପ୍ରାୟ ବ୍ୟବହୃତ ହୁଏ ନାହିଁ, ଏବଂ ଯୁକ୍ତରାଜ୍ୟରେ କମ୍ ଉପଯୁକ୍ତ ବୋଲି ଧରାଯାଏ । [୭] [୬]

  1. ↑ Lehne, Richard A.; Rosenthal, Laura (2014). "IV. Peripheral nervous system drugs". Pharmacology for Nursing Care (in ଇଂରାଜୀ) (8th ed.). Elsevier. pp. 124–125. ISBN 978-0-323-29354-9. Archived from the original on 20 November 2021. Retrieved 20 November 2021.
  2. ↑ Bethanechol Archived 4 November 2021 at the Wayback Machine.. List of nationally authorised medicinal products. European Medicines Agency. 2021
  3. 1 2 3 "7. Genito-urinary system". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 833. ISBN 978-0-85711-413-6.{{cite book}}: CS1 maint: date format (link)
  4. 1 2 3 "Bethanechol Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 10 January 2022.
  5. ↑ "Bethanechol Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 10 January 2022.
  6. 1 2 3 "7. Genito-urinary system". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 833. ISBN 978-0-85711-413-6.{{cite book}}: CS1 maint: date format (link)
  7. 1 2 Ritter, James M.; Flower, Rod; Henderson, Graeme; Loke, Yoon Kong; Rang, Humphrey P. (2020). "14. Cholinergic transmission". Rang & Dale's Pharmacology (in English) (9th ed.). Elsevier. pp. 181–184. ISBN 978-0-7020-7448-6. Archived from the original on 28 August 2021. Retrieved 20 November 2021.{{cite book}}: CS1 maint: unrecognized language (link)
  8. ↑ "Bethanechol Prices, Coupons & Savings Tips - GoodRx". GoodRx. Retrieved 10 January 2022.