Jump to content

ବେଞ୍ଜାଟ୍ରପିନ

ଉଇକିପିଡ଼ିଆ‌ରୁ
ବେଞ୍ଜାଟ୍ରପିନ
Clinical data
Trade namesCogentin, others
Synonymsbenzatropine (BAN UK), benztropine (USAN US)
AHFS/Drugs.commonograph
data
Pregnancy
category
  • AU: B2
  • US: N (Not classified yet)
    Routes of
    administration
    By mouth, IM, IV
    ATC code
    Legal status
    Legal status
    Pharmacokinetic data
    MetabolismHepatic
    Elimination half-life12-24 hours
    ExcretionUrine
    Identifiers
    • (3-endo)-3-(Diphenylmethoxy)-8-methyl-8-azabicyclo[3.2.1]octane
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    ChEBI
    ChEMBL
    Chemical and physical data
    FormulaC21H25NO
    Molar mass୩୦୭.୪୪ g·mol−1
    3D model (JSmol)
    • CN4[C@@H]1CC[C@H]4C[C@H](C1)OC(c2ccccc2)c3ccccc3
    • InChI=1S/C21H25NO/c1-22-18-12-13-19(22)15-20(14-18)23-21(16-8-4-2-5-9-16)17-10-6-3-7-11-17/h2-11,18-21H,12-15H2,1H3/t18-,19+,20+ checkY
    • Key:GIJXKZJWITVLHI-PMOLBWCYSA-N checkY
     ☒NcheckY (what is this?)  (verify)

    ବେଞ୍ଜାଟ୍ରପିନ ଏକ ଔଷଧ ଯାହା ଡିସଟୋନିଆ ଓ ପାର୍କିନସୋନିଜ୍ମ ଭଳି ବେମାରୀମାନଙ୍କରରେ ହେଉଥିବା ଚଳନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ । [] ଟାର୍ଡିଭ୍ ଡିସ୍କିନେସିଆ ପାଇଁ ଏହା ଉପଯୋଗୀ ନୁହେଁ | [] ଏହା ପାଟିରେ ଦିଆଯାଏ ବା ଶିରାଭ୍ୟନ୍ତରରେ କିମ୍ବା ମାଂସପେଶୀରେ ଇଞ୍ଜେକ୍ସନଦ୍ୱାରା ନିଆଯାଏ | [] ଦୁଇ ଘଣ୍ଟା ମଧ୍ୟରେ ଉପଶମ ଦେଖାଯାଏ ଏବଂ ଦଶ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଅସ୍ପଷ୍ଟ ଦୃଷ୍ଟି, ବାନ୍ତି, ଏବଂ କୋଷ୍ଠକାଠିନ୍ୟ ଅନ୍ତର୍ଭୁକ୍ତ | [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ୟୁରିନାରି ରିଟେନସନ, ହାଲୁସିନେସନ୍, ହାଇପରଥର୍ମିଆ ଏବଂ ସମନ୍ୱୟ ସମସ୍ୟା ହୋଇପାରେ | [] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁରକ୍ଷିତ କି ନାହିଁ ତାହା ଅସ୍ପଷ୍ଟ ରହିଛି। [] ବେଞ୍ଜାଟ୍ରପିନ ଏକ ଆଣ୍ଟିକଲିନର୍ଜିକ ଔଷଧ ଯାହା ମସ୍କାରିନିକ ଆସେଟାଇଲକଲିନ ରିସେପ୍ଟରର କାର୍ଯ୍ୟକୁ ଅବରୋଧ କରି କାର୍ଯ୍ୟକ୍ଷନ ହୋଇଥାଏ । []

    ଯୁକ୍ତରାଷ୍ଟ୍ରରେ ୧୯୫୪ ମସିହାରେ ଚିକିତ୍ସାରେ ବ୍ୟବହାର ପାଇଁ ବେଞ୍ଜାଟ୍ରପିନ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଷ୍ଟ୍ରରେ ହୋଲସେଲ ମୂଲ୍ୟ ମାସକୁ ପ୍ରାୟ ୬ ଡଲାର ଅଟେ । [] ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୨୨୬ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [] [] ଏହା ଅନ୍ୟମାନଙ୍କ ମଧ୍ୟରେ କୋଜେଣ୍ଟିନ୍ ବ୍ରାଣ୍ଡ ନାମରେ ବିକ୍ରି ହୁଏ | []

    1. 1 2 3 4 5 6 7 8 9 "Benztropine Mesylate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 9 April 2019.
    2. Pagliaro, Louis A.; Pagliaro, Ann M. (1999). PNDR, Psychologists' Neuropsychotropic Drug Reference (in ଇଂରାଜୀ). Psychology Press. p. 47. ISBN 9780876309568.
    3. Aschenbrenner, Diane S.; Venable, Samantha J. (2009). Drug Therapy in Nursing (in ଇଂରାଜୀ). Lippincott Williams & Wilkins. p. 197. ISBN 9780781765879.
    4. "Benztropine (Cogentin) Use During Pregnancy". Drugs.com (in ଇଂରାଜୀ). Retrieved 9 April 2019.
    5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
    6. "The Top 300 of 2020". ClinCalc. Retrieved 11 April 2020.
    7. "Benztropine Mesylate - Drug Usage Statistics". ClinCalc. Archived from the original on 3 July 2020. Retrieved 11 April 2020.