ବୀଣାପାଣି ପତି

ଉଇକିପିଡ଼ିଆ‌ରୁ

ବୀଣାପାଣି ପତି ଜଣେ ଓଡ଼ିଆ ଗାୟିକା ଯିଏ ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରେ କଣ୍ଠଦାନ କରିଥିଲେ।


ଗୀତ ସମ୍ବନ୍ଧୀୟ ସାରଣୀ

ବର୍ଷ ଗୀତ କଥାଚିତ୍ର ଗୀତିକାର ସଙ୍ଗୀତ ନିର୍ଦ୍ଦେଶକ ଦୃଶ୍ୟବନ୍ଧ
୧୯୫୯ ଆକାଶରେ କେତେ ତାରକା ଝଲକେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ସତ୍ୟନାରାୟଣ ପଣ୍ଡା ନଚିକେତା ଘୋଷ [୧]

ଆଧାର[ସମ୍ପାଦନା]

  1. Binapani Pati sings..Akashare Kete Taaraka Jhalake... in Odia Movie Mahalakhmi Puja(1959), retrieved 2023-11-26