"କଲିକତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Jump to navigation
Jump to search
→ଇତିହାସ
No edit summary |
(→ଇତିହାସ) |
||
'''କଲିକତା''' ([[ବଙ୍ଗଳା ଭାଷା|ବଙ୍ଗଳା]]: কলকাতা) [[ପଶ୍ଚିମବଙ୍ଗ|ପଶ୍ଚିମବଙ୍ଗର]] ରାଜଧାନୀ । ଏହାର ନୂଆ ନାମ '''କୋଲକତା''' ଅଟେ । ଏହା ହୁଗୁଳି ନଦୀର ପୂର୍ବ ତଟରେ ଅବସ୍ଥିତ । ଏହା ପୂର୍ବ ଭାରତର ଏକ ପ୍ରମୁଖ ବାଣିଜ୍ୟିକ, ସାଂସ୍କୃତିକ ଓ ଶିକ୍ଷା କେନ୍ଦ୍ର ଅଟେ ।
== ଇତିହାସ ==
ଚନ୍ଦ୍ରକେତୁଗଡଠାରେ ଆବିଷ୍କୃତ ଶିଳାଲେଖରୁ ଜଣାଯାଏ ଯେ କଲିକତା ଯେଊଁ ଅଂଚଳରେ ଅଛି ସେଠାଋେ 2000 ବର୍ଷ ଧଋି ଢନବସତି ରହିଆସିଛି.17ଶ ଶତାବ୍ଦୀରେ ଏଠାରେ ଇଂରେଜମାନେ ବ୍ୟବସାୟ ଆରମ୍ଭ କଲେ.ବିଂଶ ଶତକରେ ଏହା ଭାରତୀୟ ଜାତୀୟତାବାଦର କେନ୍ଦ୍ର ପାଲଟିଲା. ସେବେଠାରୁ ଏହା ଆକାରରେ ବୃଦ୍ଧି ପାଇ ସମ୍ପ୍ରତି ଭାରତର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର ରୂପେ ପରିଗଣିତ ହେଉଛି.
==ଭୌଗଳିକ ଅବସ୍ଥାନ==
== ଅର୍ଥନୈତିକ ବ୍ୟବସ୍ଥା ==
|