"ଖାଦ୍ୟ ଖଣିଜ ଲବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Jump to navigation Jump to search
ବଦଳ ସାରକଥା ଲୁଚାଇଦିଅନ୍ତୁ
No edit summary
{{ଛୋଟ|Dietary mineral}}
'''ଖାଦ୍ୟ ଖଣିଜ ଲବଣ''' (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ଅଟେ।ବୁଝାଏ । [[କାର୍ବନ]], [[ହାଇଡ୍ରୋଜେନ]], [[ନାଇଟ୍ରୋଜେନ]] ଓ [[ଅକ୍ସିଜେନ]] ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ । </br>
ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ [[କ୍ୟାଲସିୟମ]], [[ଫସଫରସ]], [[ପୋଟାସିୟମ]], [[ସଲଫରଗନ୍ଧକ]], [[ସୋଡିୟମ]], [[କ୍ଳୋରିନ]] ଓ [[ମ୍ୟାଗନେସିୟମ]] । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element) ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: ଲୌହ ([[Ironଲୌହ]] (iron), କୋବାଲ୍ଟ ([[Cobaltକୋବାଲ୍ଟ]] (Cobalt), କପର ([[Copperତମ୍ବା]] (Copper), ଜିଙ୍କ ([[Zincଦସ୍ତା]] (Zinc), ମୋଲିବାଡେନମ ([[Molibdenumମୋଲିବଡେନମ]] (Molibdenum), [[ଆୟୋଡିନ]] ([[Iodine]]) ଓ ସେଲେନିୟମ ([[Sleniumସେଲେନିୟମ]] (Slenium) । </br>
ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । [[ବୋରୋନ]][[କ୍ରୋମିୟମ]] ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ । <br />
[[ଫାଇଲ:Cobalamin.png|thumb|right|ଭିଟାମିନ ବି ୧୨ର ରାସାୟନିକ ଚିତ୍ର ଯେଉଁଥିରେ କୋବାଲ୍ଟ ଅଛି]]
ରାସାୟନିକ ମୌଳିକ ପଦାର୍ଥ ଦ୍ଵାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆ ଦ୍ଵାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି । <br />

ଦିଗବାରେଣି ମେନୁ