ପଞ୍ଚ ଭୁତ ସ୍ଥଳମ
ପଞ୍ଚ ଭୁତ ସ୍ଥଳମ , (Tamil: பஞ்ச பூதத்தலம், Telugu: పంచ భూతస్థలం, Sanskrit: पन्च भूत स्थल) ପାଞ୍ଚ ତୀ ଶିବ ମନ୍ଦିର କୁ ବୁଝାଏ । [୧] ଏହା ଶିବ ଙ୍କ 5 ଟି ଅବତାର ତଥା ପ୍ରକୃତି ର 5 ଟି ମୌଳିକ ବସ୍ତୁ କୁ ସୁଚେଇଥାଏ ଯଥା , ସ୍ଥାନ, ଜଳ , ବାୟୁ , ଅଗ୍ନି ଓ ଆକାଶ .[୨] ଏହି ସବୁ ମନ୍ଦିର ଦକ୍ଷିଣ ଭାରତ ର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ରେ ଅବସ୍ଥିତ । ଏହି ପାଞ୍ଚ ଟି ମୌଳିକ ବସ୍ତୁ 5 ଟି ଶିବଲିଙ୍ଗ ରେ ନିହିତ ଥିବା କୁହାଯାଏ । [୧]
ପଞ୍ଚ ଭୂତମ
ହିନ୍ଦୁ ଧର୍ମ ଅନୁସାରେ ଜୀବନ ଓ ଅନ୍ୟ ସଜୀବ ବସ୍ତୁ ଯଥା ବୃକଧୀ , ଗୁଳ୍ମ ଆଦି ବାୟୁ , ଜଳ , ଅଗ୍ନି , ଆକାଶ ଓ ଭୂମି ରୁ ଜାତ ହେଇଥାଏ । ଭୁତ କୁ ସଂସ୍କୃତ ଭାଷା ରେ ମିଶ୍ରଣ ଓ ମହା ଭୁତ କୁ ବ୍ରୁହତ ମିଶ୍ରଣ କୁ ବୁଝା ଯାଏ ।[୩] ଭାରତ ର ପ୍ରାଚୀନ ଆୟୁର୍ବେଦ ପ୍ରଣାଳୀ ଅନୁସାରେ ଜୀବ ଶରୀର ର ସନ୍ତୁଳନତା ତ୍ରି-ଦୋଷ ଦ୍ଵାରା ନିୟନ୍ତ୍ରିତ ହେଇଥାଏ। ସେ ଗୁଡିକ କଫ , ବାତ ଓ ପିତ୍ତ ।[୪]ନୋବେଲ ପୁରସ୍କାର ପ୍ରାପ୍ତ କବି ବିଶ୍ବକବି ରବୀନ୍ଦ୍ରନାଥ ଠାକୁର ତାଙ୍କ କବିରା " ପଞ୍ଚ ଭୁତ " ରେ ବିଶ୍ଳେଷଣ କରିଛନ୍ତି ଯେ ମଣିଷ ର ମନ ଆଲୋକ , ରଙ୍ଗ , ଶବ୍ଦ , ଗତି ର ପ୍ରତିକ୍ରିୟା , ସୂର୍ଯ୍ୟ , ଚନ୍ଦ୍ର ଓ ତାରା ପ୍ରତି ସ୍ଵାଭାବିକ ଭାବରେ ସମ୍ବେଦନଶୀଳ ରହିଥାଏ [୫]
ପଞ୍ଚ ମନ୍ଦିର
ଥିରୁଭାନ୍ନାମଲାଇ ମନ୍ଦିର ରେ ଭଗବାନ ଶିବ ନିଜକୁ ଏକ ପ୍ରବଳ ଅଗ୍ନିଶିଖା ଭାବରେ ପ୍ରକଟ କରିଥିଲେ । ହିନ୍ଦୁ ଧର୍ମ ର ସୃଷ୍ଟି ର ଦେବତା ବ୍ରହ୍ମା ଓ ସଂସ୍ଥାପନ ଦେବତା ବିଷ୍ଣୁ ଶିବ ଙ୍କ ଏହି ରୂପରେ ତାଙ୍କର ପାଦ , ଓ ମସ୍ତକ ଜାଣିପାରିନଥିଲେ । ବର୍ତମାନ ମଧ୍ୟ ଶିବରାତ୍ରି ଓଅ କଠିଗାଇ ଦୀପମ ପର୍ବ ସମୟ ରେ ଏହି ପ୍ରଥା ର ପ୍ରଚଳ ରହିଥିବା ସହ ବିଶାଳ ଅଗ୍ନି ଜ୍ଵଳନ କରାଯାଇଥାଏ । ଅଗ୍ନି ଲିଙ୍ଗମ ଜୀବନ ର 5 ଟି ମହତ୍ଵ ପୂର୍ଣ ଦିଗ କୁ ସୁଚେଇ ଥାଏ । ସେ ସବୁକୁ କର୍ମ , ଆତ୍ମସମର୍ପଣ , ଆତ୍ମବିଶ୍ଵାସ ଓ ସର୍ବଶେଷ ରେ ପାର୍ଥିବ ଜୀବନ ରୁ ଚରମ ମୁକ୍ତି କୁ ଭୁଝେଇ ଥାଏ । [୬]
ଥିରୁଭନ୍ନମଲାଇ ମାନସିର ରେ ଶିବ ଙ୍କୁ ଜଳ ଭାବରେ ପ୍ରତିନିଧିତ୍ଵା କରୁଥିଲା ବେଳେ ଅପପୁ ଲିଙ୍ଗମ ଜଳ ଭିତରେ ମଗ୍ନ ରହିଥାଏ ।ଏହି ଲିଙ୍ଗମ ନିକଟ ରେ ଏକ ସ୍ଥାଇ ଜଳ ସ୍ରୋତ ବହୁଥାଏ । [୭]
Iଚିଦମ୍ବରମ ଠାରେ ଶୂନ୍ୟ ସ୍ଥାନ କୁ ଆରାଧନା କରାଯାଇଥାଏ । ଏଠାରେ ଶିବ ଙ୍କୁ ଆକାଶ ଲିଙ୍ଗମ ରୂପ ରେ ଗ୍ରହଣ କରାଯାଇଥାଏ । ଏଠାରେ କଉଣଶି ପ୍ରସ୍ତର ଲିଙ୍ଗ ନ ଥାଏ । [୮]
Category | Lingam | Temple | Location | Coordinates |
ପୃଥିବୀ | Prithivi Lingam[୯] | Ekambareswarar Temple [୧୦][୧୧] | Kanchipuram | 12.847604, 79.699798 |
ଜଳ | Appu Lingam (Jambu Lingam)[୧] | Jambukeshwarar Temple, Thiruvanaikaval[୧୦] | Thiruvanaikaval, near Trichy | 10.853383, 78.705455 |
ଅଗ୍ନି | Agni Lingam (Jyothi Lingam)[୬] | Arunachaleswara Temple[୧୦] | Thiruvannamalai | 12.231942, 79.067694 |
ବାୟୁ | Vayu Lingam | Sri Kalahastheeswara Temple[୧୦][୧୨] | Kalahasthi, Andhra Pradesh | 13.749802, 79.698410 |
ସ୍ଥଳ | Aagaya Lingam (Akasha Lingam)[୮] | Thillai Natarajar Temple[୧୦] | Chidambaram | 11.399596, 79.693559 |
ଗେଲେରୀ
-
Ekambareswarar Temple, Kanchipuram, Tamil Nadu (Land)
-
Arunachaleshwarar Temple, Thiruvannamalai, Tamil Nadu (Fire)
-
Thiruvanaikaval temple, Trichy, Tamil Nadu (Water)
-
Natarajar Temple, Chidambaram, Tamil Nadu (Sky)
-
Kalahasti Temple, Srikalahasti, Andhra Pradesh (Air)
ନୋଟ ସମୂହ
- ↑ ୧.୦ ୧.୧ ୧.୨ Ramaswamy 2007 , pp. 301-302
- ↑ A dictionary, Canarese and EnglishWilliam Reeve, Daniel Sanderson
- ↑ Daivajña 1996, p. 12
- ↑ J. 2008, p. 215
- ↑ Tymieniecka 2002, p. 40
- ↑ ୬.୦ ୬.୧ Blabatsky 1981, p. 176
- ↑ Tourist Guide to Tamil Nadu.
- ↑ ୮.୦ ୮.୧ M.K.V 2007, p. 37
- ↑ Tirtha: holy pilgrim centres of the Hindus : saptapuri & chaar dhaam, Subhadra Sen Gupta, p. 66
- ↑ ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ Knapp 2005, p. 121
- ↑ http://www.templeadvisor.com/temples/info/10190
- ↑ Bajwa 2007, p. 271
ଆଧାର ସମୂହ
- Bajwa, Jagir Singh (2007), Tourism Management, New Delhi: S.B. Nangia, ISBN 81-313-0047-1
{{citation}}
: Unknown parameter|coauthors=
ignored (|author=
suggested) (help). - Knapp, Stephen (2005), The Heart of Hinduism: The Eastern Path to Freedom, Empowerment and Illumination, NE: iUniverse, ISBN 978-0-595-35075-9.
- Ramaswamy, Vijaya (2007), Historical dictionary of the Tamils, United States: Scarecrow Press, INC., ISBN 978-0-470-82958-5
- Tourist guide to Tamil Nadu (2007), Tourist guide to Tamil Nadu, Chennai: T. Krishna Press, ISBN 81-7478-177-3.
- The Theosophical Glossary (1918), The Theosophical Glossary, California: Theosophical Publishing House, ISBN 81-7478-177-3.
- M.K.V., Narayan (2007), Flipside of Hindu Symbolism: Sociological and Scientific Linkages in Hinduism, California: Fultus Corporation, ISBN 1-59682-117-5.
- Daivajña, Veṅkaṭeśa (1996), Sri Sarwarthachintamani: English translation, Volume 1, Delhi: Motilal Banarsidass Publishers Private Limited, ISBN 81-208-1352-9.
- J., Agarwal (2008), I Am Proud to be a Hindu, Delhi: Hindoology Books, ISBN 978-81-223-1022-1.
- Tymieniecka, Anna-Teresa (2002), Analecta Huseerliana The Year Book of Phenomenal Research, Volume LXXVI - Life, truth in its various perspectives: cognition, self-knowledge, Creativity, Scientific Research, Sharing-in-Life, Economics..., Netherlands: Kluwer Academic Publishers, ISBN 1-4020-0071-5.