ପଞ୍ଚ ଭୁତ ସ୍ଥଳମ

ଉଇକିପିଡ଼ିଆ‌ରୁ

ପଞ୍ଚ ଭୁତ ସ୍ଥଳମ, (Tamil: பஞ்ச பூதத்தலம், Telugu: పంచ భూతస్థలం, Sanskrit: पन्च भूत स्थल) ପାଞ୍ଚ ତୀ ଶିବ ମନ୍ଦିରକୁ ବୁଝାଏ । [୧] ଏହା ଶିବଙ୍କ 5ଟି ଅବତାର ତଥା ପ୍ରକୃତିର 5ଟି ମୌଳିକ ବସ୍ତୁକୁ ସୁଚେଇଥାଏ ଯଥା , ସ୍ଥାନ, ଜଳ , ବାୟୁ , ଅଗ୍ନି ଓ ଆକାଶ .[୨] ଏହି ସବୁ ମନ୍ଦିର ଦକ୍ଷିଣ ଭାରତର ତାମିଲନାଡୁ  ଓ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ । ଏହି ପାଞ୍ଚଟି ମୌଳିକ ବସ୍ତୁ 5ଟି ଶିବଲିଙ୍ଗରେ ନିହିତ ଥିବା କୁହାଯାଏ । [୧] 

ପଞ୍ଚ ଭୂତମ [ସମ୍ପାଦନା]

ହିନ୍ଦୁ ଧର୍ମ ଅନୁସାରେ ଜୀବନ ଓ ଅନ୍ୟ ସଜୀବ ବସ୍ତୁ ଯଥା ବୃକଧୀ , ଗୁଳ୍ମ  ଆଦି  ବାୟୁ , ଜଳ , ଅଗ୍ନି , ଆକାଶ ଓ ଭୂମିରୁ ଜାତ ହେଇଥାଏ । ଭୁତକୁ ସଂସ୍କୃତ ଭାଷାରେ ମିଶ୍ରଣ ଓ ମହା ଭୁତକୁ ବ୍ରୁହତ ମିଶ୍ରଣକୁ ବୁଝା ଯାଏ ।[୩] ଭାରତର ପ୍ରାଚୀନ ଆୟୁର୍ବେଦ ପ୍ରଣାଳୀ ଅନୁସାରେ ଜୀବ ଶରୀରର ସନ୍ତୁଳନତା ତ୍ରି-ଦୋଷଦ୍ୱାରା ନିୟନ୍ତ୍ରିତ ହେଇଥାଏ। ସେଗୁଡ଼ିକ କଫ , ବାତ ଓ ପିତ୍ତ ।[୪]ନୋବେଲ ପୁରସ୍କାର ପ୍ରାପ୍ତ କବି  ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କ କବିରା " ପଞ୍ଚ ଭୁତ "ରେ ବିଶ୍ଳେଷଣ କରିଛନ୍ତି ଯେ ମଣିଷର ମନ ଆଲୋକ , ରଙ୍ଗ , ଶବ୍ଦ , ଗତିର ପ୍ରତିକ୍ରିୟା , ସୂର୍ଯ୍ୟ , ଚନ୍ଦ୍ର ଓ ତାରା ପ୍ରତି ସ୍ୱାଭାବିକ ଭାବରେ ସମ୍ବେଦନଶୀଳ ରହିଥାଏ [୫]

ପଞ୍ଚ ମନ୍ଦିର [ସମ୍ପାଦନା]

 ଥିରୁଭାନ୍ନାମଲାଇ ମନ୍ଦିରରେ ଭଗବାନ ଶିବ ନିଜକୁ ଏକ ପ୍ରବଳ ଅଗ୍ନିଶିଖା ଭାବରେ ପ୍ରକଟ କରିଥିଲେ । ହିନ୍ଦୁ ଧର୍ମର ସୃଷ୍ଟିର ଦେବତା ବ୍ରହ୍ମା ଓ ସଂସ୍ଥାପନ ଦେବତା ବିଷ୍ଣୁ ଶିବଙ୍କ ଏହି ରୂପରେ ତାଙ୍କର ପାଦ , ଓ ମସ୍ତକ ଜାଣିପାରିନଥିଲେ । ବର୍ତ୍ତମାନ ମଧ୍ୟ ଶିବରାତ୍ରି ଓଅ କଠିଗାଇ ଦୀପମ ପର୍ବ ସମୟରେ ଏହି ପ୍ରଥାର ପ୍ରଚଳ ରହିଥିବା ସହ ବିଶାଳ ଅଗ୍ନି ଜ୍ୱଳନ କରାଯାଇଥାଏ । ଅଗ୍ନି ଲିଙ୍ଗମ ଜୀବନର 5ଟି ମହତ୍ୱ ପୂର୍ଣ ଦିଗକୁ ସୁଚେଇ ଥାଏ । ସେ ସବୁକୁ କର୍ମ , ଆତ୍ମସମର୍ପଣ , ଆତ୍ମବିଶ୍ୱାସ ଓ ସର୍ବଶେଷରେ ପାର୍ଥିବ ଜୀବନରୁ ଚରମ ମୁକ୍ତିକୁ ଭୁଝେଇ ଥାଏ । [୬]

ଥିରୁଭନ୍ନମଲାଇ ମାନସିରରେ ଶିବଙ୍କୁ ଜଳ ଭାବରେ ପ୍ରତିନିଧିତ୍ୱା କରୁଥିଲା ବେଳେ ଅପପୁ ଲିଙ୍ଗମ ଜଳ ଭିତରେ ମଗ୍ନ  ରହିଥାଏ ।ଏହି ଲିଙ୍ଗମ ନିକଟରେ ଏକ ସ୍ଥାଇ ଜଳ ସ୍ରୋତ  ବହୁଥାଏ । [୭]

Iଚିଦମ୍ବରମଠାରେ ଶୂନ୍ୟ ସ୍ଥାନକୁ ଆରାଧନା କରାଯାଇଥାଏ । ଏଠାରେ ଶିବଙ୍କୁ ଆକାଶ ଲିଙ୍ଗମ ରୂପରେ ଗ୍ରହଣ କରାଯାଇଥାଏ । ଏଠାରେ କଉଣଶି ପ୍ରସ୍ତର ଲିଙ୍ଗ ନ ଥାଏ । [୮]

Category Lingam Temple Location Coordinates
ପୃଥିବୀ Prithivi Lingam[୯] Ekambareswarar Temple [୧୦][୧୧] Kanchipuram 12.847604, 79.699798
ଜଳ  Appu Lingam (Jambu Lingam)[୧] Jambukeshwarar Temple, Thiruvanaikaval[୧୦] Thiruvanaikaval, near Trichy 10.853383, 78.705455
ଅଗ୍ନି  Agni Lingam (Jyothi Lingam)[୬] Arunachaleswara Temple[୧୦] Thiruvannamalai 12.231942, 79.067694
ବାୟୁ  Vayu Lingam Sri Kalahastheeswara Temple[୧୦][୧୨] Kalahasthi, Andhra Pradesh 13.749802, 79.698410
ସ୍ଥଳ  Aagaya Lingam (Akasha Lingam)[୮] Thillai Natarajar Temple[୧୦] Chidambaram 11.399596, 79.693559

ଗ୍ୟାଲେରି [ସମ୍ପାଦନା]

ଟୀକା [ସମ୍ପାଦନା]

  1. ୧.୦ ୧.୧ ୧.୨ Ramaswamy 2007 , pp. 301-302
  2. A dictionary, Canarese and EnglishWilliam Reeve, Daniel Sanderson
  3. Daivajña 1996, p. 12
  4. J. 2008, p. 215
  5. Tymieniecka 2002, p. 40
  6. ୬.୦ ୬.୧ Blabatsky 1981, p. 176
  7. Tourist Guide to Tamil Nadu.
  8. ୮.୦ ୮.୧ M.K.V 2007, p. 37
  9. Tirtha: holy pilgrim centres of the Hindus : saptapuri & chaar dhaam, Subhadra Sen Gupta, p. 66
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ Knapp 2005, p. 121
  11. "ଆର୍କାଇଭ୍ କପି". Archived from the original on 2016-08-12. Retrieved 2016-12-30. {{cite web}}: Cite has empty unknown parameter: |1= (help)
  12. Bajwa 2007, p. 271

ଆଧାର [ସମ୍ପାଦନା]

  • Bajwa, Jagir Singh; Ravinder Kaur (2007), Tourism Management, New Delhi: S.B. Nangia, ISBN 81-313-0047-1.
  • Knapp, Stephen (2005), The Heart of Hinduism: The Eastern Path to Freedom, Empowerment and Illumination, NE: iUniverse, ISBN 978-0-595-35075-9.
  • Ramaswamy, Vijaya (2007), Historical dictionary of the Tamils, United States: Scarecrow Press, INC., ISBN 978-0-470-82958-5
  • Tourist guide to Tamil Nadu (2007), Tourist guide to Tamil Nadu, Chennai: T. Krishna Press, ISBN 81-7478-177-3.
  • The Theosophical Glossary (1918), The Theosophical Glossary, California: Theosophical Publishing House, ISBN 81-7478-177-3.
  • M.K.V., Narayan (2007), Flipside of Hindu Symbolism: Sociological and Scientific Linkages in Hinduism, California: Fultus Corporation, ISBN 1-59682-117-5.
  • Daivajña, Veṅkaṭeśa (1996), Sri Sarwarthachintamani: English translation, Volume 1, Delhi: Motilal Banarsidass Publishers Private Limited, ISBN 81-208-1352-9.
  • J., Agarwal (2008), I Am Proud to be a Hindu, Delhi: Hindoology Books, ISBN 978-81-223-1022-1.
  • Tymieniecka, Anna-Teresa (2002), Analecta Huseerliana The Year Book of Phenomenal Research, Volume LXXVI - Life, truth in its various perspectives: cognition, self-knowledge, Creativity, Scientific Research, Sharing-in-Life, Economics..., Netherlands: Kluwer Academic Publishers, ISBN 1-4020-0071-5.