Jump to content

ପଞ୍ଚ ଭୁତ ସ୍ଥଳମ

ଉଇକିପିଡ଼ିଆ‌ରୁ

ପଞ୍ଚ ଭୁତ ସ୍ଥଳମ, (Tamil: பஞ்ச பூதத்தலம், Telugu: పంచ భూతస్థలం, Sanskrit: पन्च भूत स्थल) ପାଞ୍ଚ ତୀ ଶିବ ମନ୍ଦିରକୁ ବୁଝାଏ । [] ଏହା ଶିବଙ୍କ 5ଟି ଅବତାର ତଥା ପ୍ରକୃତିର 5ଟି ମୌଳିକ ବସ୍ତୁକୁ ସୁଚେଇଥାଏ ଯଥା , ସ୍ଥାନ, ଜଳ , ବାୟୁ , ଅଗ୍ନି ଓ ଆକାଶ .[] ଏହି ସବୁ ମନ୍ଦିର ଦକ୍ଷିଣ ଭାରତର ତାମିଲନାଡୁ  ଓ ଆନ୍ଧ୍ରପ୍ରଦେଶରେ ଅବସ୍ଥିତ । ଏହି ପାଞ୍ଚଟି ମୌଳିକ ବସ୍ତୁ 5ଟି ଶିବଲିଙ୍ଗରେ ନିହିତ ଥିବା କୁହାଯାଏ । [] 

ପଞ୍ଚ ଭୂତମ 

[ସମ୍ପାଦନା]

ହିନ୍ଦୁ ଧର୍ମ ଅନୁସାରେ ଜୀବନ ଓ ଅନ୍ୟ ସଜୀବ ବସ୍ତୁ ଯଥା ବୃକଧୀ , ଗୁଳ୍ମ  ଆଦି  ବାୟୁ , ଜଳ , ଅଗ୍ନି , ଆକାଶ ଓ ଭୂମିରୁ ଜାତ ହେଇଥାଏ । ଭୁତକୁ ସଂସ୍କୃତ ଭାଷାରେ ମିଶ୍ରଣ ଓ ମହା ଭୁତକୁ ବ୍ରୁହତ ମିଶ୍ରଣକୁ ବୁଝା ଯାଏ ।[] ଭାରତର ପ୍ରାଚୀନ ଆୟୁର୍ବେଦ ପ୍ରଣାଳୀ ଅନୁସାରେ ଜୀବ ଶରୀରର ସନ୍ତୁଳନତା ତ୍ରି-ଦୋଷଦ୍ୱାରା ନିୟନ୍ତ୍ରିତ ହେଇଥାଏ। ସେଗୁଡ଼ିକ କଫ , ବାତ ଓ ପିତ୍ତ ।[]ନୋବେଲ ପୁରସ୍କାର ପ୍ରାପ୍ତ କବି  ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କ କବିରା " ପଞ୍ଚ ଭୁତ "ରେ ବିଶ୍ଳେଷଣ କରିଛନ୍ତି ଯେ ମଣିଷର ମନ ଆଲୋକ , ରଙ୍ଗ , ଶବ୍ଦ , ଗତିର ପ୍ରତିକ୍ରିୟା , ସୂର୍ଯ୍ୟ , ଚନ୍ଦ୍ର ଓ ତାରା ପ୍ରତି ସ୍ୱାଭାବିକ ଭାବରେ ସମ୍ବେଦନଶୀଳ ରହିଥାଏ []

ପଞ୍ଚ ମନ୍ଦିର 

[ସମ୍ପାଦନା]

 ଥିରୁଭାନ୍ନାମଲାଇ ମନ୍ଦିରରେ ଭଗବାନ ଶିବ ନିଜକୁ ଏକ ପ୍ରବଳ ଅଗ୍ନିଶିଖା ଭାବରେ ପ୍ରକଟ କରିଥିଲେ । ହିନ୍ଦୁ ଧର୍ମର ସୃଷ୍ଟିର ଦେବତା ବ୍ରହ୍ମା ଓ ସଂସ୍ଥାପନ ଦେବତା ବିଷ୍ଣୁ ଶିବଙ୍କ ଏହି ରୂପରେ ତାଙ୍କର ପାଦ , ଓ ମସ୍ତକ ଜାଣିପାରିନଥିଲେ । ବର୍ତ୍ତମାନ ମଧ୍ୟ ଶିବରାତ୍ରି ଓଅ କଠିଗାଇ ଦୀପମ ପର୍ବ ସମୟରେ ଏହି ପ୍ରଥାର ପ୍ରଚଳ ରହିଥିବା ସହ ବିଶାଳ ଅଗ୍ନି ଜ୍ୱଳନ କରାଯାଇଥାଏ । ଅଗ୍ନି ଲିଙ୍ଗମ ଜୀବନର 5ଟି ମହତ୍ୱ ପୂର୍ଣ ଦିଗକୁ ସୁଚେଇ ଥାଏ । ସେ ସବୁକୁ କର୍ମ , ଆତ୍ମସମର୍ପଣ , ଆତ୍ମବିଶ୍ୱାସ ଓ ସର୍ବଶେଷରେ ପାର୍ଥିବ ଜୀବନରୁ ଚରମ ମୁକ୍ତିକୁ ଭୁଝେଇ ଥାଏ । []

ଥିରୁଭନ୍ନମଲାଇ ମାନସିରରେ ଶିବଙ୍କୁ ଜଳ ଭାବରେ ପ୍ରତିନିଧିତ୍ୱା କରୁଥିଲା ବେଳେ ଅପପୁ ଲିଙ୍ଗମ ଜଳ ଭିତରେ ମଗ୍ନ  ରହିଥାଏ ।ଏହି ଲିଙ୍ଗମ ନିକଟରେ ଏକ ସ୍ଥାଇ ଜଳ ସ୍ରୋତ  ବହୁଥାଏ । []

Iଚିଦମ୍ବରମଠାରେ ଶୂନ୍ୟ ସ୍ଥାନକୁ ଆରାଧନା କରାଯାଇଥାଏ । ଏଠାରେ ଶିବଙ୍କୁ ଆକାଶ ଲିଙ୍ଗମ ରୂପରେ ଗ୍ରହଣ କରାଯାଇଥାଏ । ଏଠାରେ କଉଣଶି ପ୍ରସ୍ତର ଲିଙ୍ଗ ନ ଥାଏ । []

Category Lingam Temple Location Coordinates
ପୃଥିବୀ Prithivi Lingam[] Ekambareswarar Temple [୧୦][୧୧] Kanchipuram 12.847604, 79.699798
ଜଳ  Appu Lingam (Jambu Lingam)[] Jambukeshwarar Temple, Thiruvanaikaval[୧୦] Thiruvanaikaval, near Trichy 10.853383, 78.705455
ଅଗ୍ନି  Agni Lingam (Jyothi Lingam)[] Arunachaleswara Temple[୧୦] Thiruvannamalai 12.231942, 79.067694
ବାୟୁ  Vayu Lingam Sri Kalahastheeswara Temple[୧୦][୧୨] Kalahasthi, Andhra Pradesh 13.749802, 79.698410
ସ୍ଥଳ  Aagaya Lingam (Akasha Lingam)[] Thillai Natarajar Temple[୧୦] Chidambaram 11.399596, 79.693559

ଗ୍ୟାଲେରି 

[ସମ୍ପାଦନା]

ଟୀକା 

[ସମ୍ପାଦନା]
  1. 1 2 3 Ramaswamy 2007 , pp. 301-302
  2. A dictionary, Canarese and EnglishWilliam Reeve, Daniel Sanderson
  3. Daivajña 1996, p. 12
  4. J. 2008, p. 215
  5. Tymieniecka 2002, p. 40
  6. 1 2 Blabatsky 1981, p. 176
  7. Tourist Guide to Tamil Nadu.
  8. 1 2 M.K.V 2007, p. 37
  9. Tirtha: holy pilgrim centres of the Hindus : saptapuri & chaar dhaam, Subhadra Sen Gupta, p. 66
  10. 1 2 3 4 5 Knapp 2005, p. 121
  11. "ଆର୍କାଇଭ୍ କପି". Archived from the original on 2016-08-12. Retrieved 2016-12-30. {{cite web}}: Cite has empty unknown parameter: |1= (help)
  12. Bajwa 2007, p. 271

ଆଧାର 

[ସମ୍ପାଦନା]
  • Bajwa, Jagir Singh; Ravinder Kaur (2007), Tourism Management, New Delhi: S.B. Nangia, ISBN 81-313-0047-1.
  • Knapp, Stephen (2005), The Heart of Hinduism: The Eastern Path to Freedom, Empowerment and Illumination, NE: iUniverse, ISBN 978-0-595-35075-9.
  • Ramaswamy, Vijaya (2007), Historical dictionary of the Tamils, United States: Scarecrow Press, INC., ISBN 978-0-470-82958-5
  • Tourist guide to Tamil Nadu (2007), Tourist guide to Tamil Nadu, Chennai: T. Krishna Press, ISBN 81-7478-177-3.
  • The Theosophical Glossary (1918), The Theosophical Glossary, California: Theosophical Publishing House, ISBN 81-7478-177-3.
  • M.K.V., Narayan (2007), Flipside of Hindu Symbolism: Sociological and Scientific Linkages in Hinduism, California: Fultus Corporation, ISBN 1-59682-117-5.
  • Daivajña, Veṅkaṭeśa (1996), Sri Sarwarthachintamani: English translation, Volume 1, Delhi: Motilal Banarsidass Publishers Private Limited, ISBN 81-208-1352-9.
  • J., Agarwal (2008), I Am Proud to be a Hindu, Delhi: Hindoology Books, ISBN 978-81-223-1022-1.
  • Tymieniecka, Anna-Teresa (2002), Analecta Huseerliana The Year Book of Phenomenal Research, Volume LXXVI - Life, truth in its various perspectives: cognition, self-knowledge, Creativity, Scientific Research, Sharing-in-Life, Economics..., Netherlands: Kluwer Academic Publishers, ISBN 1-4020-0071-5.