Jump to content

କଣ୍ଡଲା

ଉଇକିପିଡ଼ିଆ‌ରୁ
୧୧:୪୫, ୧୨ ମଇ ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (କଣ୍ଡଲା) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
କଣ୍ଡଲା ବନ୍ଦର
કંડલા
ବନ୍ଦର ଏବଂ ସହର
Gate 2 at KPT, Kandla Port, Gujarat, India
Gate 2 at KPT, Kandla Port, Gujarat, India
ଦେଶଛାଞ୍ଚ:Country data ଭାରର
Stateଗୁଜରାଟ
ଜିଲ୍ଲାକଚ୍ଛ
Elevation
3 m (10 ft)
ଭାଷା
 • ସରକାରୀଗୁଜରାଟୀ, ହିନ୍ଦୀ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣGJ-12

କଣ୍ଡଲା ବା କଣ୍ଡଲା ବନ୍ଦର (ଗୁଜରାଟୀ: કંડલા) ଗୁଜରାଟ ରାଜ୍ୟର ଆୟତନ ଅନୁସାରେ ବଡ଼ ଜିଲ୍ଲା କଚ୍ଛ ଜିଲ୍ଲାର ଗାନ୍ଧିଧାମ ନିକଟ ସମୂଦ୍ରକୂଳ ରେ ଅବସ୍ଥିତ ଦେଶର ଏକ ବଡ଼ ବନ୍ଦର ଅଟେ। ଏହା ଆରବ ସାଗରକୂଳରେ ଅବସ୍ଥିତ । ଦେଶ ବିଭାଜନ ସମୟରେ କରାଚି ବନ୍ଦର ପାକିସ୍ଥାନ କୁ ଦିଆଗଲା ଓ ପଶ୍ଚିମ ଭାରତର ମୂଖ୍ୟ ବନ୍ଦର ଭାବରେ ୧୯୫୦ ମସିହାରେ କଣ୍ଡଲା ବନ୍ଦରର ସ୍ଥାପନା କରାଯାଇଥିଲା ।

ଇତିହାସ

ଅର୍ଥନୀତି

ଆଧାର

ବାହାର ତଥ୍ୟ