ବାଳୁଙ୍ଗା ଟୋକା
ଦେଖଣା
| ବାଳୁଙ୍ଗା ଟୋକା | |
|---|---|
| ନିର୍ଦ୍ଦେଶକ | ସୁଧାକର ବସନ୍ତ |
| ପ୍ରଯୋଜକ | ପ୍ରଭାସ ଚନ୍ଦ୍ର ରାଉତ |
| ସଂଳାପ | ଦୀପକ ଜେନା[୧] |
| ଚିତ୍ରନାଟ୍ୟ | ସୁଧାକର ବସନ୍ତ |
| କାହାଣୀ | ମୁନି ପାତ୍ର |
| କଳାକାର | ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ପପୁ ପମ ପମ ମୀନକେତନ ସମ୍ବିତ ଆଚାର୍ଯ୍ୟ |
| ସଙ୍ଗୀତ | ଅଭିଜିତ ମହୁମଦାର |
| ଚିତ୍ରଗ୍ରହଣ | ଆର. ଭଗତ ସିଂହ |
| ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨ ଅକ୍ଟୋବର ୨୦୧୧ |
କଥାଚିତ୍ରର ସମୟ | ୧୫୭ ମିନିଟ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | ୮୦ଲକ୍ଷ |
| ମୋଟ ଆୟ | ୨.୫ କୋଟି |
ବାଳୁଙ୍ଗା ଟୋକା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ୨୦୧୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । [୨]
ଅଭିନୟରେ
[ସମ୍ପାଦନା]- ଅନୁଭବ ମହାନ୍ତି ... ଚିଙ୍କୁ
- ବର୍ଷା ପ୍ରିୟଦର୍ଶିନୀ[୩] ... ପ୍ରିତୀ
- ମୀନକେତନ ଦାସ ... ଚିଙ୍କୁର ବାପା
- ପପୁ ପମ ପମ ... ବବ୍ଲି
- ପ୍ରିୟଙ୍କା ମହାପାତ୍ର ... ଚିଙ୍କୁର ମାଆ
- ପ୍ରତିଭା ପଣ୍ଡା ... ରୋକି
- ସଲିଲ ମିତ୍ର
- ସମ୍ବିତ ଆଚାର୍ଯ୍ୟ
- ଅରବିନ୍ଦ ଷଡ଼ଙ୍ଗୀ ... ଦାସ ବାବୁ
- ଜୀବନ ପଣ୍ଡା
- ମନୋଜ ପଣ୍ଡା
ଆଧାର
[ସମ୍ପାଦନା]- ↑ "ସାମ୍ନାସାମ୍ନି: ଡ. ଦୀପକ ଜେନା". ସମାଜ (in Odia). No. ରବିବାର. 17 August 2025. Archived from the original on 17 August 2025. Retrieved 17 August 2025.
{{cite news}}: CS1 maint: unrecognized language (link) - ↑ "BALUNGA TOKA". incredibleorissa. Retrieved 18 ଅକ୍ଟୋବର 2013.[permanent dead link]
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "Balunga Toka". Incredibleorissa.com. 2011-09-01.[permanent dead link]
ବାହାର ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଳୁଙ୍ଗା ଟୋକା