ବଙ୍ଗୋମୁଣ୍ଡା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବଙ୍ଗୋମୁଣ୍ଡା | |
---|---|
ତହସିଲ | |
Nickname: BGM | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବଲାଙ୍ଗୀର |
Government | |
• ବ୍ଲକ ସଭାପତି | ରୁନୁବାଳା ବେହେରା |
• ସରପଞ୍ଜ | ସୁଶାନ୍ତ ଜୋଶୀ |
Elevation | 182 m (597 ft) |
• Density | 251/km2 (650/sq mi) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
PIN | ୭୬୭୦୪୦767040 |
Telephone code | 06657 |
ଯାନବାହାନ ପଞ୍ଚୀକରଣ | OD-03 |
Coastline | 0 kilometres (0 mi) |
Nearest city | Kantabanji |
Lok Sabha constituency | Balangir |
Vidhan Sabha constituency | Kantabanji |
Civic agency | Block Gram Panchayat Tehsil |
Climate | Tropical monsoon (Köppen) |
Avg. summer temperature | 40 °C (104 °F) |
Avg. winter temperature | 20 °C (68 °F) |
Website | balangir |
ବଙ୍ଗୋମୁଣ୍ଡା ଭାରତୀୟ ରାଜ୍ୟ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ତହସିଲ । ଏହା ଟିଟିଲାଗଡ଼ ସବ ଡିଭିଜନରେ ରହିଛି । ବାଇଗଣମୁରା ନାମକ ପୁରାତନ ନାମ ପରେ ଏହା ବଙ୍ଗୋମୁଣ୍ଡା ଭାବରେ ପରିଚିତ ହେଇଥିଲା ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]ବଙ୍ଗୋମୁଣ୍ଡାଠାରୁ 7 କିଲୋମିଟର ଦୂରରେ ରାଣୀପୁର-ଝରିଆଲ ଅବସ୍ଥିତ । ଏହା ଏକ ଜଣାଶୁଣା ପର୍ଯ୍ୟଟକ ସ୍ଥଳୀ ।ଏହାକୁ ସୋମତୀର୍ଥ କୁହାଯାଏ । .[୧] ଗ୍ରାମର ପୁଷ୍କରିଣୀ ତୁଠରେ ଅବସ୍ଥିତ ଦୁର୍ଗ ମନ୍ଦିରକୁ ବହୁ ସଂଖ୍ୟାରେ ଭକ୍ତ ଙ୍କର ଆଗମନ ହେଇଥାଏ ।
ଯାନିଯାତ୍ରା
[ସମ୍ପାଦନା]ଓଡ଼ିଶା ସଂସ୍କୃତିରେ ହଉଥିବା ରଥ ଯାତ୍ରା , ଦଶହରା , ଦୀପାବଳି , ମକରସଂକ୍ରାନ୍ତି ପରି ସମସ୍ତ ଯାନୀ ଯାତ୍ରା ଏଠାରେ ବହୁ ଉଲ୍ଲାସର ସହ ପାଳନ ହାଉଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ବିଶେଷ ଭାବରେ ପାଳିତ ହାଉଥିବା " ନୂଆଖାଇ " ପର୍ବ ଓ " ଧନୁଯାତ୍ରା ", " ଭାଇ ଜୀଉନ୍ତିଆ " , "ପୁଅ ଜୀଉନ୍ତିଆ" ଏଠାରେ ସ୍ୱତନ୍ତ୍ର ଆଗ୍ରହର ସହ ପାଳିତ ହୁଏ । [୨]
ଶିକ୍ଷା
[ସମ୍ପାଦନା]ଏଠାରେ ସ୍କୁଲ ସ୍ତରୀୟ ଶିକ୍ଷାର ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ବେଳେ ସରସ୍ୱତୀ ଶିଶୁ ମନ୍ଦିର , ଇଂରାଜୀ ମାଧ୍ୟମ ସ୍କୁଲ ମାନ ମଧ୍ୟ ରହିଛି । କଲେଜ ସ୍ତରୀୟ ଶିକ୍ଷା ପାଇଁ ଏକ କଲେଜ ଥିବା ବେଳେ ସେଠାରେ କେବଳ କଳା ଶ୍ରେଣୀ ରହିଛି ।[୩].[୪] .[୫]
ଗମନାଗମନ
[ସମ୍ପାଦନା]ଏଠାରେ ବାଣିଜ୍ୟିକ କେନ୍ଦ୍ର ଥିଲେ ମଧ୍ୟ ରେଳ ଷ୍ଟ୍ରେସନ ନାହିଁ । ରାଜପଥ ଦେଇ ରାସ୍ତା ପରିବହନ ବ୍ୟବସ୍ଥା ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟ୍ରେସନ 16 କିଲୋମିଟର ଦୂର କଣ୍ଟାବାଞ୍ଜି ଜଙ୍କସନଠାରେ ଓ ନିକଟସ୍ଥ ବିମାନ ବନ୍ଦର ରାୟପୁରଠାରେ ରହିଛି । [୬]
ଗ୍ୟାଲେରି
[ସମ୍ପାଦନା]-
ଧନୁ ଯାତ୍ରା
-
ଦୂର୍ଗା ମନ୍ଦିର
-
ଶିବ ମନ୍ଦିର
ଆଧାର
[ସମ୍ପାଦନା]- ↑ "Orissa Tourism - Ranipur Jharial,64 Yogini Temples,Orissa Temples,Orissa Tourism" Archived 2013-06-18 at the Wayback Machine..
- ↑ [୧] Archived 2016-03-11 at the Wayback Machine.
ଜନସଂଖ୍ୟା
[ସମ୍ପାଦନା]2011 ଜନଗଣନା ଅନୁସାରେ ବଙ୍ଗୋମୁଣ୍ଡାର ଜନସଂଖ୍ୟା 5,759 ଥିଲା । ଏହା ମଧ୍ୟରୁ 2,802 ପୁରୁଷ ଥିବା ବେଳେ 2957 ମହିଳା ଥିଲେ । ଏଠାରେ 1318 ଜନ ଆଦିବାସୀ ଜନଜାତିର ହେଇଥିବା ବେଳେ 481 ଜନ ଉପଜାତିର ଥିଲେ । ଏଠାରେ ସାକ୍ଷ୍ୟରତା ହାର 60.27 % ରହିଥିଲା । <ref>"Census of India: Search Details".
- ↑ [୨] Archived 2016-03-11 at the Wayback Machine. [dead link]
- ↑ https://web.archive.org/web/20140524004147/http://www.eindiaeducation.com/school/cmhigh-school-bangomunda-bolangir-0.
- ↑ "Panchayat Samiti Degree College, Bangomunda Results 2016".
- ↑ "Bangomunda to Kantabanji". web page. distancesto.