Jump to content

ଫ୍ଲୁଓସିନୋଲୋନ

ଉଇକିପିଡ଼ିଆ‌ରୁ
ଫ୍ଲୁଓସିନୋଲୋନ
Clinical data
Trade namesSynalar, Iluvien, others
SynonymsFluocinolone acetonide
AHFS/Drugs.comTopical: monograph
Eyes: monograph
Routes of
administration
Topical
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
MetabolismLiver, CYP3A4-mediated
Elimination half-life1.3 to 1.7 hours
Identifiers
  • (6S,8S,9R,10S,11S,13S,14S,16R,17S)-6,9-Difluoro-11,16,17-trihydroxy-17-(2-hydroxyacetyl)-10,13-dimethyl-6,7,8,11,12,14,15,16-octahydrocyclopenta[a]phenanthren-3-one
ECHA InfoCard100.011.239 Edit this at Wikidata
Chemical and physical data
FormulaC24H30F2O6
Molar mass୪୫୨.୪୯ g·mol−1
3D model (JSmol)
  • O=C\1\C=C5/[C@@](/C=C/1)(C)[C@]2(F)[C@H]([C@H]3[C@](C[C@@H]2O)([C@@]4(OC(O[C@@H]4C3)(C)C)C(=O)CO)C)C[C@@H]5F
  • InChI=1S/C24H30F2O6/c1-20(2)31-19-9-13-14-8-16(25)15-7-12(28)5-6-21(15,3)23(14,26)17(29)10-22(13,4)24(19,32-20)18(30)11-27/h5-7,13-14,16-17,19,27,29H,8-11H2,1-4H3/t13-,14-,16-,17-,19+,21-,22-,23-,24+/m0/s1 checkY
  • Key:FEBLZLNTKCEFIT-VSXGLTOVSA-N checkY
  (verify)

ଫ୍ଲୁଓସିନୋଲୋନ (ଇଂରାଜୀ ଭାଷାରେ Fluocinolone), ଅନ୍ୟମାନଙ୍କ ମଧ୍ୟରେ ସିନାଲାର ଏହାର ଏକ ବିକ୍ରୟ ନାମ, ହେଉଛି ଏକ ପ୍ରକାର କର୍ଟିକୋଷ୍ଟିରଏଡ ଔଷଧ ।[୧] ଚର୍ମ ପ୍ରଦାହ ଏବଂ ସୋରିଆସିସ ରୋଗମାନଙ୍କର ଚିକିତ୍ସା ପାଇଁ ଏହା ଚର୍ମରେ ପ୍ରୟୋଗ କରାଯାଏ ।[୨] ମଧୁମେହ ମାକୁଲାର ଇଡିମା କାରଣରୁ ୟୁଭିଆଇଟିସ ଏବଂ ଦୃଷ୍ଟି ଶକ୍ତି ସମସ୍ୟାମାନଙ୍କର ଚିକିତ୍ସା କରିବା ପାଇଁ ଏହା ଆଖି ମଧ୍ୟରେ ପ୍ରତିରୋପଣ ଭାବରେ ବ୍ୟବହୃତ ହୁଏ ।[୨] [୧]

ଚର୍ମରେ ପ୍ରୟୋଗ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଶୁଷ୍କ ଚର୍ମ, ଲୋମ କୂପ ପ୍ରଦାହ, ବ୍ରଣ, ପିଗମେଣ୍ଟେସନ ହ୍ରାସ, ଚର୍ମ ଆଟ୍ରୋଫି ଏବଂ ସଂକ୍ରମଣ ହୋଇପାରେ ।[୩] ଆଖିରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଚାପ ବୃଦ୍ଧି, ଆଖି ଯନ୍ତ୍ରଣା, କଞ୍ଜକ୍ଟିଭାଲ୍ ରକ୍ତସ୍ରାବ, ଅସ୍ପଷ୍ଟ ଦୃଷ୍ଟି ଏବଂ ଶୁଖିଲା ଆଖି ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ମୋତିଆବିନ୍ଦୁ, ନେତ୍ରପଟଳ ସ୍ଖଳନ ଏବଂ ଆଖିରେ ସଂକ୍ରମଣ ହୋଇପାରେ ।[୧] ପ୍ରଦାହ ହ୍ରାସ କରି ଏହା କାମ କରେ ।[୩]

ଫ୍ଲୁଓସିନୋଲୋନ ପ୍ରଥମେ ୧୯୫୯ ମସିହାରେ ତିଆରି ହୋଇଥିଲା ।[୪] ୧୯୬୧ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୫] ଯୁକ୍ତରାଜ୍ୟରେ ଏକ ୬୦ ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ଏବଂ ୨୦୨୧ ସୁଦ୍ଧା ଆଖିରେ ରଖିବା ପାଇଁ ପ୍ରାୟ ୫,୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ଯଥାକ୍ରମେ ୩୦ ଏବଂ ୯୨୦୦ ଡଲାର ଅଟେ ।[୬] [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Fluocinolone (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 27 November 2021. Retrieved 12 December 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. pp. 1236, 1291. ISBN 978-0857114105.
  3. ୩.୦ ୩.୧ "Fluocinolone (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 27 November 2021. Retrieved 14 December 2021.
  4. J S Mills, A. Bowers, Carl Djerassi and H.J. Ringold, Steroids CXXXVII. Synthesis of a New Class of Potent Cortical Hormones. 6α,9α-Difluoro-16α-Hydroxyprednisolone and its Acetonide, Journal of the American Chemical Society, 80, 3399-3404 (1960)
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 485. ISBN 9783527607495. Archived from the original on 2020-08-01. Retrieved 2021-12-12.
  6. "Fluocinolone Prices, Coupons & Savings Tips - GoodRx". GoodRx. Retrieved 14 December 2021.
  7. "Iluvien Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 14 December 2021.