Jump to content

ଫୋସ୍କାର୍ନେଟ

ଉଇକିପିଡ଼ିଆ‌ରୁ
ଫୋସ୍କାର୍ନେଟ
Clinical data
Trade namesFoscavir
SynonymsFoscarnet sodium, phosphonomethanoic acid, dihydroxyphosphinecarboxylic acid oxide
AHFS/Drugs.commonograph
MedlinePlusa601144
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    BioavailabilityNA
    Protein binding14–17%
    Elimination half-life3.3–6.8 hours
    Identifiers
    • Phosphonoformic acid
    Chemical and physical data
    FormulaCH3O5P
    Molar mass୧୨୬�00 g·mol−1
    3D model (JSmol)
    • O=C(O)P(=O)(O)O
    • InChI=1S/CH3O5P/c2-1(3)7(4,5)6/h(H,2,3)(H2,4,5,6) checkY
    • Key:ZJAOAACCNHFJAH-UHFFFAOYSA-N checkY
      (verify)

    ଫୋସ୍କାର୍ନେଟ (ଇଂରାଜୀ ଭାଷାରେ Foscarnet), ଫୋସ୍କାର୍ ତାହାର ବିକ୍ରୟ ନାମ, ହେଉଛି ଏକ ଭୂତାଣୁରୋଧି ଔଷଧ ଯାହା ସାଇଟୋମେଗାଲୋଭାଇରସ୍ (CMV), ହର୍ପିସ ସିମ୍ପଲେକ୍ସ ଭୂତାଣୁ (HSV) ଏବଂ ଭାରିସେଲା ଜୋଷ୍ଟର ଭୂତାଣୁ (VZV) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ମୁଖ୍ୟତଃ ଏଚ୍.ଆଇ.ଭି/ଏଡସ୍ କାରଣରୁ ଇମ୍ୟୁନୋକମ୍ପ୍ରମାଇଜଡ ହୋଇଥିବା ଲୋକାଙ୍କର ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ବାନ୍ତି, କମ୍ ଲାଲ ରକ୍ତ କଣିକା, ବୃକ୍‌କ ସମସ୍ୟା, ବାତ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦୀର୍ଘସ୍ଥାୟୀ କ୍ୟୁଟି (QT), ଏବଂ ଆନାଫାଇଲକ୍‌ସିସ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଭୂତାଣୁ ଡିଏନ୍ଏ ପଲିମେରେଜ୍ ଇନିବିବିଟର ଭାବରେ ପାଇରୋଫସଫେଟ୍ ପରି କାର୍ଯ୍ୟ କରେ ।[]

    ୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫସ୍କାର୍ନେଟ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୬ ଗ୍ରାମ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୨୦ ପାଉଣ୍ଡ ଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୮୦୦ ଡଲାର ଥିଲା ।[]

    1. "Foscavir- foscarnet sodium injection, solution". DailyMed. 23 April 2020. Archived from the original on 26 March 2021. Retrieved 6 November 2020.
    2. 1 2 3 4 5 6 7 "Foscarnet Monograph for Professionals". Drugs.com (in ଇଂରାଜୀ). Archived from the original on 15 November 2021. Retrieved 13 December 2021.
    3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 678. ISBN 978-0857114105.
    4. Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2021-04-29.
    5. "Foscarnet Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 13 December 2021.