Jump to content

ଫୋସିନୋପ୍ରିଲ

ଉଇକିପିଡ଼ିଆ‌ରୁ
ଫୋସିନୋପ୍ରିଲ
Clinical data
Trade namesMonopril
SynonymsFosinopril sodium
AHFS/Drugs.commonograph
MedlinePlusa692020
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability~36%
    Protein binding87% (fosinoprilat)
    MetabolismLiver, GIT mucosa (to fosinoprilat)
    Elimination half-life12 hours (fosinoprilat)
    ExcretionKidney
    Identifiers
    • (2S,4S)-4-cyclohexyl-1-[2-[hydroxy(4-phenylbutyl)phosphoryl]acetyl]pyrrolidine-2-carboxylic acid
    Chemical and physical data
    FormulaC30H46NO7P
    Molar mass୫୬୩.୬୭ g·mol−1
    3D model (JSmol)
    • O=C(CP(=O)(CCCCc1ccccc1)OC(OC(=O)CC)C(C)C)N2C[C@@H](C[C@H]2C(O)=O)C3CCCCC3
    • InChI=1S/C30H46NO7P/c1-4-28(33)37-30(22(2)3)38-39(36,18-12-11-15-23-13-7-5-8-14-23)21-27(32)31-20-25(19-26(31)29(34)35)24-16-9-6-10-17-24/h5,7-8,13-14,22,24-26,30H,4,6,9-12,15-21H2,1-3H3,(H,34,35)/t25-,26+,30?,39-/m1/s1 checkY
    • Key:BIDNLKIUORFRQP-YYTCENNOSA-N checkY
      (verify)

    ଫୋସିନୋପ୍ରିଲ (ଇଂରାଜୀ ଭାଷାରେ Fosinopril), ଅନ୍ୟମାନଙ୍କ ମଧ୍ୟରେ ମୋନୋପ୍ରିଲ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ ଏବଂ ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଉଚ୍ଚ ରକ୍ତଚାପ ପାଇଁ ଅନେକ ପ୍ରଥମ ଧାଡ଼ି ଔଷଧମାନଙ୍କ ମଧ୍ୟରୁ ଏହା ଗୋଟିଏ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଅଇ, ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା, ଉଚ୍ଚ ରକ୍ତ ପୋଟାସିୟମ୍ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ (ACE)[]

    ୧୯୮୦ ମସିହାରେ ଫୋସିନୋପ୍ରିଲ ପେଟେଣ୍ଟ ହୋଇଥିଲା ଏବଂ ୧୯୯୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଦୈନିକ ୨୦ ମିଗ୍ରା ହିସାବରେ ୪ ସପ୍ତାହ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୦ ଡଲାର ଅଟେ ।[]

    1. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 183. ISBN 978-0857114105.
    2. 1 2 3 4 5 6 "Fosinopril Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 13 December 2021.
    3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 468. ISBN 9783527607495. Archived from the original on 2020-10-18. Retrieved 2021-10-15.
    4. "Fosinopril Prices, Coupons & Savings Tips - GoodRx". GoodRx. Retrieved 13 December 2021.