ପ୍ରାମିପେକ୍ସୋଲ

ଉଇକିପିଡ଼ିଆ‌ରୁ
ପ୍ରାମିପେକ୍ସୋଲ
Clinical data
Trade namesMirapex, Mirapexin, Sifrol
AHFS/Drugs.commonograph
MedlinePlusa697029
data
Pregnancy
category
  • AU: B3
  • US: C (Risk not ruled out)
Routes of
administration
Oral
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability>90%
Protein binding15%
Elimination half-life8–12 hours
ExcretionUrine (90%), Feces (2%)
Identifiers
  • (S)-N  6-propyl-4,5,6,7-tetrahydro-1,3-benzothiazole-2,6-diamine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.124.761 Edit this at Wikidata
Chemical and physical data
FormulaC10H17N3S
Molar mass211.324 g/mol
3D model (JSmol)
  • n1c2c(sc1N)C[C@@H](NCCC)CC2
  • InChI=1S/C10H17N3S/c1-2-5-12-7-3-4-8-9(6-7)14-10(11)13-8/h7,12H,2-6H2,1H3,(H2,11,13)/t7-/m0/s1 checkY
  • Key:FASDKYOPVNHBLU-ZETCQYMHSA-N checkY
  (verify)

ପ୍ରାମିପେକ୍ସୋଲ (ଇଂରାଜୀ ଭାଷାରେ Pramipexole, ଏକ ବିକ୍ରୟ ନାମ ମିରାପେକ୍ସ/ Mirapex) ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗ/ ପିଡି) ଓ ରେସ୍ଟଲେସ ଲେଗ୍ସ ସିଣ୍ଡ୍ରୋମ/ ଆରଏଲଏସ) ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ପିଡି ରୋଗରେ ଏହା ଏକ‌କ ଭାବରେ ଓ ଲେଭୋଡୋପା (levodopa) ସ‌ହିତ ଦିଆଯାଇପାରେ ।[୧] ଏହା ପାଟିରେ ଦିଆଯାଏ ।[୧]

ପ୍ରାମିପେକ୍ସୋଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବିନ୍ଧା, ଥକ୍କା ଅନୁଭବ, ନିଦ୍ରା ସମସ୍ୟା, ଶୁଷ୍ଡ ପାଟି ଓ ହାଲୁସିନେସନ (hallucinations) ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ଜୁଆ ଖେଳ ଆଗ୍ରହ, ଯୌନ ସମ୍ଭୋଗ, ହୃଦ୍‌ପାତଅଳ୍ପ ରକ୍ତଚାପ (low blood pressure) ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହି ଔଷଧ ଦେବାର ନିରାପତ୍ତା ଅସ୍ପଷ୍ଟ ଅଛି ।[୨] ଏହା ଅଣ-ଏର୍ଗୋଲିନ ଶ୍ରେଣୀର (non-ergoline) ଡୋପାମିନ ଅଗୋନିସ୍ଟ (dopamine agonist) ଔଷଧ ।[୧]

ପ୍ରାମିପେକ୍ସୋଲ ସନ ୧୯୯୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୮.୪୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୫ ଆମେରିକୀୟ ଡଲାର ।[୪] ସନ ୨୦୧୬ରେ ଏହାର ୨ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାରେ ୨୦୪ତମ ସ୍ଥାନ ଅଧିକାର କରିଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pramipexole Dihydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 22 March 2019.
  2. "Pramipexole Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  3. ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. pp. 417–418. ISBN 9780857113382.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]