ପ୍ରଦୀପ୍ତ ଗଙ୍ଗଦେବ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରଦୀପ୍ତ ଗଙ୍ଗଦେବ
Pradipta Gangdev.jpg
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦ ଅକ୍ଟୋବର ୧୯୯୭
ପୂର୍ବ ଅଧିକାରୀରାଜକିଶୋର ପ୍ରଧାନ
ପର ଅଧିକାରୀସୁବାଷ ଚନ୍ଦ୍ର ପାଣିଗ୍ରାହୀ
ନିର୍ବାଚନ ମଣ୍ଡଳୀଦେବଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୧ ଜୁନ ୧୯୩୭(1937-06-11)
ମୃତ୍ୟୁ୨୦ ଅକ୍ଟୋବର ୧୯୯୭(1997-10-20) (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀବିମଳା କୁମାରୀ ଦେବୀ
ବାପା/ବୋଉଭାନୁଗଙ୍ଗ ତ୍ରିଭୂବନ ଦେବ (ବାପା)
ବୃତ୍ତିରାଜନୀତିଜ୍ଞ

ପ୍ରଦୀପ୍ତ ଗଙ୍ଗଦେବ (୧୧ ଜୁନ ୧୯୩୭ - ୨୦ ଅକ୍ଟୋବର ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରଦୀପ୍ତ ଗଙ୍ଗଦେବ ୧୯୩୭ ମସିହାର ଜୁନ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାନୁଗଙ୍ଗ ତ୍ରିଭୂବନ ଦେବ ଓ ପତ୍ନୀଙ୍କ ନାମ ବିମଳା କୁମାରୀ ଦେବୀ । ତାଙ୍କ ବାପା ଜଣେ ବିଧାୟକ ଭାବରେ ଓଡ଼ିଶା ବଦିହାନ ସଭାରେ କାର୍ଯ୍ୟ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରଦୀପ୍ତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

ପ୍ରଦୀପ୍ତ ୨୦ ଅକ୍ଟୋବର ୧୯୯୭ରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସେ ୧୧ଶ ଓଡ଼ିଶା ବିଧାନ ସଭାର ବିଧାୟକ ଥିବାବେଳେ ମୃତ୍ୟୁବରଣ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
  3. ୩.୦ ୩.୧ ୩.୨ "Shri Pradipta Gangdev". odishaassembly.nic.in. Odisha Assembly. Retrieved 29 September 2020. Cite has empty unknown parameter: |dead-url= (help)