ପୋମାଲିଡୋମାଇଡ

ଉଇକିପିଡ଼ିଆ‌ରୁ
ପୋମାଲିଡୋମାଇଡ
Clinical data
Trade namesPomalyst, Imnovid
AHFS/Drugs.commonograph
MedlinePlusa613030
data
Pregnancy
category
Routes of
administration
By mouth (capsules)
Legal status
Legal status
Pharmacokinetic data
Bioavailability73% (at least)[୫]
Protein binding12–44%
MetabolismLiver (mostly CYP1A2- and CYP3A4-mediated; some minor contributions by CYP2C19 and CYP2D6)
Elimination half-life7.5 hours
ExcretionUrine (73%), faeces (15%)
Identifiers
  • 4-amino-2-(2,6-dioxopiperidin-3-yl)isoindole-1,3-dione
ECHA InfoCard100.232.884 Edit this at Wikidata
Chemical and physical data
FormulaC13H11N3O4
Molar mass୨୭୩.୨୫ g·mol−1
3D model (JSmol)
  • C1CC(=O)NC(=O)C1N2C(=O)C3=C(C2=O)C(=CC=C3)N
  • InChI=1S/C13H11N3O4/c14-7-3-1-2-6-10(7)13(20)16(12(6)19)8-4-5-9(17)15-11(8)18/h1-3,8H,4-5,14H2,(H,15,17,18) ☒N
  • Key:UVSMNLNDYGZFPF-UHFFFAOYSA-N ☒N
  (verify)

ପୋମାଲିଡୋମାଇଡ (ଇଂରାଜୀ ଭାଷାରେ Pomalidomide), ପୋମାଲିଷ୍ଟ ଏବଂ ଇମ୍ନୋଭିଡ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହା ଏକାଧିକ ମାଇଲୋମା (ଏମଏମ/ MM) ଏବଂ କାପୋସି ସାର୍କୋମା (କେଏସ/ KS) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଏମଏମ ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ।[୪] କେଏସ ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଏଚଏଏଆରଟି (<b>highly active antiretroviral therapy</b> (<b>HAART</b>) ପ୍ରଭାବିତ ହୁଏ ନାହିଁ କିମ୍ବା ଯେଉଁମାନେ ଏଚ୍.ଆଇ.ଭି ନକାରାତ୍ମକ ଅଟନ୍ତି ।[୪] ଏହା ପାଟିରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ସ୍ୱଳ୍ପ ନିଉଟ୍ରୋଫିଲ୍, ସ୍ୱଳ୍ପ ଲାଲ ରକ୍ତ କଣିକା, ବାନ୍ତି, ତରଳ ଝାଡ଼ା, ଅଣନିଶ୍ୱାସ, ଜ୍ୱର ଏବଂ ଥ୍ରୋମ୍ବୋସାଇଟୋପେନିଆ ବା ଅଳ୍ପ ପ୍ଲାଲେଟ୍ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍‌ସିସ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଥାଲିଡୋମାଇଡ ସହିତ ସଦୃଶ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ପରିବର୍ତ୍ତନ କରି କାର୍ଯ୍ୟକ୍ଷମ ହୁଏ ।[୬] [୨]

୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋମାଲିଡୋମାଇଡ ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦ ସପ୍ତାହର ଚିକିତ୍ସା ପାଇଁ ୨୦୨୧ ମସିହାରେ ପ୍ରାୟ ୮,୯୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦,୦୦୦ ଡଲାର ଅଟେ ।[୮]

ଆଧାର[ସମ୍ପାଦନା]

  1. "Pomalidomide (Pomalyst) Use During Pregnancy". Drugs.com. 14 May 2020. Archived from the original on 25 January 2021. Retrieved 21 September 2020.
  2. ୨.୦ ୨.୧ ୨.୨ "Imnovid EPAR". European Medicines Agency (EMA). Archived from the original on 27 October 2020. Retrieved 21 September 2020.
  3. "Imnovid 1 mg hard capsules - Summary of Product Characteristics (SmPC)". (emc). 16 June 2020. Archived from the original on 26 October 2020. Retrieved 21 September 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Pomalyst- pomalidomide capsule". DailyMed. 7 December 2017. Archived from the original on 20 October 2020. Retrieved 21 September 2020.
  5. "Imnovid 1 mg Hard Capsules. Summary of Product Characteristics. 5.2 Pharmacokinetic properties" (PDF). Celgene Europe Ltd. p. 22. Archived (PDF) from the original on 27 June 2016. Retrieved 21 August 2016.
  6. "Pomalidomide Monograph for Professionals". Drugs.com (in ଇଂରାଜୀ). Archived from the original on 7 September 2015. Retrieved 28 October 2021.
  7. BNF 81: March-September 2021. BMJ Group and the Pharmaceutical Press. 2021. p. 1004. ISBN 978-0857114105.
  8. "Pomalyst Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 August 2021. Retrieved 28 October 2021.