Jump to content

ଥାଲିଡୋମାଇଡ

ଉଇକିପିଡ଼ିଆ‌ରୁ
ଥାଲିଡୋମାଇଡ
Clinical data
Pronunciation/θəˈlɪdəmd/[]
Trade namesContergan, Thalomid, Talidex, others
Synonymsα-Phthalimidoglutarimide
AHFS/Drugs.commonograph
MedlinePlusa699032
data
Pregnancy
category
  • AU: X (High risk)
  • US: X (Contraindicated)
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    Bioavailability90%
    Protein binding55% and 66% for the (R)-(+)- and (S)-(−)-enantiomers, respectively[]
    MetabolismLiver (minimally via CYP2C19-mediated 5-hydroxylation; mostly via non-enzymatic hydrolysis at the four amide sites)[]
    Elimination half-life5–7.5 hours (dose-dependent)[]
    ExcretionUrine, faeces[]
    Identifiers
    • 2-(2,6-dioxopiperidin-3-yl)-2,3-dihydro-1H-isoindole-1,3-dione
    ECHA InfoCard100.000.029 Edit this at Wikidata
    Chemical and physical data
    FormulaC13H10N2O4
    Molar mass୨୫୮.୨୩ g·mol−1
    3D model (JSmol)
    • O=C(N1C2CCC(NC2=O)=O)C3=CC=CC=C3C1=O
    • InChI=1S/C13H10N2O4/c16-10-6-5-9(11(17)14-10)15-12(18)7-3-1-2-4-8(7)13(15)19/h1-4,9H,5-6H2,(H,14,16,17) checkY
    • Key:UEJJHQNACJXSKW-UHFFFAOYSA-N checkY
      (verify)

    ଥାଲିଡୋମାଇଡ ଏକ ଔଷଧ ଯାହା ଅନେକ ପ୍ରକାର କର୍କଟ ରୋଗ ଚିକିତ୍ସା ନିମନ୍ତେ ଥାଲୋମିଡ ନାମରେ ବିକ୍ରୟ ହେଉଥିବା ଏକ ଔଷଧ ଓ ଏହି ରୋଗମାନଙ୍କର ନାମ ମଲ୍ଟିପ୍ଲ ମାୟେଲୋମା, ଗ୍ରାଫ୍ଟ ବନାମ ହୋଷ୍ଟ ରୋଗ ଓ ଅନେକ ରକମର ଚର୍ମ ରୋଗ ସ‌ହିତ ଜଟିଳ କୁଷ୍ଠ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | ଏହା ଅନେକ ଏଚ୍.ଆଇ.ଭି ରୋଗରେ ବ୍ୟବ‌ହୃତ ହେଉଥିବାବେଳେ ଅଧିକ ସ୍ତରର ଭୂତାଣୁ ଥିଲେ ଦିଆଯାଏ । [] ଏହା ପାଟି ବାଟେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ରାସ୍‌ ବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଟ୍ୟୁମର ଲାଇସିସ ସିଣ୍ଡ୍ରୋମ, ରକ୍ତ ଜମାଟ ବାନ୍ଧିବା ଓ ପେରିଫେରାଲ ନିଉରୋପାଥି ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ, ଯାହାଦ୍ୱାରା ଅଙ୍ଗ କିକୃତି ହୋଇପାରେ | [] ପୁରୁଷମାନେ ଏହି ଔଷଧ ଖାଉଥିଲେ ସେମାନଙ୍କ ସାଥୀର ଗର୍ଭ ରୋକିବା ନିମନ୍ତେ କଣ୍ଡୋମ ବ୍ୟବ‌ହାର ସୁପାରିଶ କରାଯାଏ। [] ଏହା ଏକ ଇମ୍ମ୍ୟୁନୋମୋଡ୍ୟୁଲେଟରି ଔଷଧ ଯାହା ବିବିଧ କ୍ରିୟା ମାଧ୍ୟମରେଟି ଜୀବକୋଷକୁ ଉତ୍ତେଜିତ କରେ ଓ ଟିଏନଏଫ ଉତ୍ପାଦନ ହ୍ରାସ କରେ | []

    ଥାଲିଡୋମାଇଡ୍ ପ୍ରଥମେ ୧୯୫୭ ମସିହାରେ ପଶ୍ଚିମ ଜର୍ମାନୀରେ ବିକ୍ରୟ ହୋଇଥିଲା, ଯେଉଁଠାରେ ଏହା ବିନା ପ୍ରେସକ୍ରିପସନରେ ଉପଲବ୍ଧ ଥିଲା | [] [] ଥାଲିଡୋମାଇଡର ପ୍ରଥମ ବିକ୍ରୟ ସମୟରେ ଉଦ୍‌ବେଗ, ନିଦ୍ରା ସମସ୍ୟା, ମାନସିକ ଚାପ ଏବଂ ଗର୍ଭ ଜନିତ ସକାଳ ଅସୁସ୍ଥତା ପାଇଁ ଦିଆଯାଉଥିଲା | [] [] ଗର୍ଭଧାରଣରେ ଏହା ନିରାପଦ ବୋଲି ବିବେଚନା କରାଯାଉଥିଲା ବେଳେ ୧୯୬୧ ମସିହାରେ ଗର୍ଭସ୍ଥ ଜନ୍ମଗତ ତ୍ରୁଟି ବିଷୟରେ ଚିନ୍ତା କରାଯାଇଥିଲା ଏବଂ ସେହି ବର୍ଷ ୟୁରୋପରେ ବଜାରରୁ ଏହି ଔଷଧ ବାହାର କରାଯାଇଥିଲା। [] [୧୦] ଗର୍ଭାବସ୍ଥାରେ ଏହା ବ୍ୟବ‌ହାର କରିଥିବା ୧୦,୦୦୦ ମହିଳାଙ୍କ ମଧ୍ୟରୁ ପ୍ରାୟ ୪୦% ଶିଶୁ ଜନ୍ମ ସମୟରେ ମୃତ୍ୟୁ ବରଣ କରିଥିଲେ। [] [] ଯେଉଁମାନେ ବଞ୍ଚିଥିଲେ ସେମାନଙ୍କ ଅଙ୍ଗ, ଆଖି, ମୂତ୍ରନଳୀ ଏବଂ ହୃଦଘାତ ସମସ୍ୟା ରହିଥିଲା । [୧୦] ଆମେରିକାର ବଜାରରେ ଏହାର ପ୍ରାରମ୍ଭିକ ପ୍ରବେଶକୁ ଏଫଡିଏରେ ଥିବା ଫ୍ରାନସିସ କେଲସି ପ୍ରତିରୋଧ କରିଥିଲେ। [୧୧] ଥାଲିଡୋମାଇଡ ଜନିତ ଜନ୍ମ ଦୋଷ ଥିବା ଯୋଗୁ ଅନେକ ଦେଶରେ ଏହାର ଅଧିକ ନିୟନ୍ତ୍ରଣ ଓ ଯାଞ୍ଚ କରାଗଲା । [୧୧] [୧୦]

    ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହା ୧୯୮୮ ମସିହାର ଅନୁମୋଦିତ ହୋଇଥିଲା। [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଅଛି । [୧୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ହେଉଛି | [] ଇଂଲଣ୍ଡରେ ୨୦୧୮ ମସିହାରେ ଏନଏଚଏସ ପ୍ରତି ମାସରେ ଏହାର ଖର୍ଚ୍ଚ ନିମନ୍ତେ ୧୧୯୪ ପାଉଣ୍ଡ ବ୍ୟୟ କରେ । [] ଏହି ପରିମାଣ ୨୦୧୯ ମସିହାରେ ଆମେରିକାରେ $ ୯.୨୩୬ ବ୍ୟୟ ହୁଏ ।  

    1. ଛାଞ୍ଚ:OED
    2. 1 2 3 4 Teo SK, Colburn WA, Tracewell WG, Kook KA, Stirling DI, Jaworsky MS, Scheffler MA, Thomas SD, Laskin OL (2004). "Clinical pharmacokinetics of thalidomide". Clinical Pharmacokinetics. 43 (5): 311–27. doi:10.2165/00003088-200443050-00004. PMID 15080764.
    3. 1 2 3 4 5 6 7 "Thalidomide Monograph for Professionals". Drugs.com (in ଇଂରାଜୀ). Retrieved 14 November 2019.
    4. British national formulary : BNF 76 (76 ed.). Pharmaceutical Press. 2018. p. 936. ISBN 9780857113382.
    5. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 936. ISBN 9780857113382.
    6. Cuthbert, Alan (2003). The Oxford Companion to the Body. Oxford University Press. p. 682. doi:10.1093/acref/9780198524038.001.0001. ISBN 9780198524038. {{cite book}}: Unknown parameter |name-list-format= ignored (|name-list-style= suggested) (help)
    7. Miller, Marylin T. (1991). "Thalidomide Embryopathy: A Model for the Study of Congenital Incomitant Horizontal Strabismus". Transactions of the American Ophthalmological Society. 81: 623–674. PMC 1298636. PMID 1808819.
    8. 1 2 3 Miller, Marylin T. (1991). "Thalidomide Embryopathy: A Model for the Study of Congenital Incomitant Horizontal Strabismus". Transactions of the American Ophthalmological Society. 81: 623–674. PMC 1298636. PMID 1808819. {{cite journal}}: Unknown parameter |name-list-format= ignored (|name-list-style= suggested) (help)
    9. Loue, Sana; Sajatovic, Martha (2004). Encyclopedia of Women's Health (in ଇଂରାଜୀ). Springer Science & Business Media. p. 644. ISBN 9780306480737. {{cite book}}: Unknown parameter |name-list-format= ignored (|name-list-style= suggested) (help)
    10. 1 2 3 Cuthbert, Alan (2003). The Oxford Companion to the Body. Oxford University Press. p. 682. doi:10.1093/acref/9780198524038.001.0001. ISBN 9780198524038. {{cite book}}: Unknown parameter |name-list-format= ignored (|name-list-style= suggested) (help)
    11. 1 2 Loue, Sana; Sajatovic, Martha (2004). Encyclopedia of Women's Health (in ଇଂରାଜୀ). Springer Science & Business Media. p. 644. ISBN 9780306480737. {{cite book}}: Unknown parameter |name-list-format= ignored (|name-list-style= suggested) (help)
    12. World Health Organization (2019). "World Health Organization model list of essential medicines: 21st list 2019". {{cite journal}}: Cite journal requires |journal= (help)