Jump to content

ପୋନ୍ନାନି

ଉଇକିପିଡ଼ିଆ‌ରୁ
Ponnani
പൊന്നാനി
Municipality
Country India
StateKerala
DistrictMalappuram
Government
  Typekerala sarkar
  BodyPonnani municipality
Elevation
5 m (16 ft)
Population
 (2011)[]
  Total୯୦,୪୯୧
Time zoneUTC+5:30 (IST)
PIN
679 577
Telephone code0494
ଯାନବାହାନ ପଞ୍ଚୀକରଣKL-54
Nearest cityThrissur, Malappuram
Sex ratio1000:1067 /
Literacy71.3%
Lok Sabha constituencyPonnani
Vidhan Sabha constituencyPonnani
Civic agencyPonnani municipality


ପୋନ୍ନାନି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା କେରଳର ମଲପ୍ପୁରମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ପୋନ୍ନାନି ୧୦.୭୭୨୯ ଉତ୍ତର ଅକ୍ଷାଂଶ ଓ ୭୫.୯୨୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋନ୍ନାନି ସହରର ମୋଟ ଜନସଂଖ୍ୟା ୮୭୩୫୬ ଅଟେ ।[] ସେଥି ମଧ୍ୟରୁ ୪୭.୬୪% ଜଣ ପରୁଷ ହୋଇଥିବା ବେଳେ ୫୨.୩୬% ଜଣ ନାରୀ ଅଟନ୍ତି । ପୋନ୍ନାନିର ସାକ୍ଷରତା ହାର ୭୪.୦୨% ଅଟେ । ଏହା ଜାତୀୟ ହାରଠାରୁ -୯.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୬.୮୦% ପ୍ରତିଶତ ପୁରୁଷ ଓ ୩୭.୨୨% ନାରୀ ଅଟନ୍ତି । ୧୩.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ମାଲୟଲାମ ପୋନ୍ନାନିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]