ପେଟ୍‌ଲାଦ

ଉଇକିପିଡ଼ିଆ ରୁ
Jump to navigation Jump to search
ପେଟ୍‌ଲାଦ
ସହର
ପେଟ୍‌ଲାଦ is located in Gujarat
ପେଟ୍‌ଲାଦ
ପେଟ୍‌ଲାଦ
Location in Gujarat, India
ଅବସ୍ଥିତି: 22°28′N 72°48′E / 22.47°N 72.8°E / 22.47; 72.8Coordinates: 22°28′N 72°48′E / 22.47°N 72.8°E / 22.47; 72.8
ଦେଶ ଭାରତ
ରାଜ୍ୟଗୁଜରାଟ
ଜିଲ୍ଲାଆଣନ୍ଦ
Municipality Established1876[୧]
ଉଚ୍ଚତା30 m (100 ft)
ଜନସଂଖ୍ୟା (2011)[୨]
 • ମୋଟ୫୫
IST (UTC+5:30)

ପେଟ୍‌ଲାଦ ଏକ ଭାରତୀୟ ମ୍ୟୁନିସିପାଲିଟି ସହର ଅଟେ । ଏହା ଗୁଜରାଟର ଆଣନ୍ଦ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପେଟ୍‌ଲାଦ ୨୨.୪୭୬୮ ଉତ୍ତର ଅକ୍ଷାଂଶ ଓ ୭୨.୭୯୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୮ ଫୁଟ ଉଚ୍ଚତାରେ ରହିଛି ।[୩]

ଇତିହାସ[ସମ୍ପାଦନା]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,ପେଟ୍‌ଲାଦ ସହରର ମୋଟ ଜନସଂଖ୍ୟା ୫୧୧୫୩ ଅଟେ ।[୪] ସେଥି ମଧ୍ୟରୁ ୫୨% ଜଣ ପରୁଷ ହୋଇଥିବା ବେଳେ ୪୮% ଜଣ ନାରୀ ଅଟନ୍ତି । ପେଟ୍‌ଲାଦର ସାକ୍ଷରତା ହାର ୭୪% ଅଟେ । ଏହା ଜାତୀୟ ହାର ଠାରୁ ୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୦% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ପର୍ଯଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ઇતિહાસ (History)" (in Gujarati). Anand District Panchayat, Government of Gujarat. Archived from the original on 14 April 2015.CS1 maint: Unrecognized language (link)
  2. "Census of India Search details". censusindia.gov.in. Retrieved 10 May 2015.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]