ପେଟ୍ଲାଦ
Appearance
ପେଟ୍ଲାଦ | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଆଣନ୍ଦ |
Municipality Established | 1876[୧] |
Elevation | 30 m (100 ft) |
Population (2011)[୨] | |
• Total | ୫୫,୩୩୦ |
Time zone | UTC+5:30 (IST) |
ପେଟ୍ଲାଦ ଏକ ଭାରତୀୟ ମ୍ୟୁନିସିପାଲିଟି ସହର ଅଟେ । ଏହା ଗୁଜରାଟର ଆଣନ୍ଦ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପେଟ୍ଲାଦ ୨୨.୪୭୬୮ ଉତ୍ତର ଅକ୍ଷାଂଶ ଓ ୭୨.୭୯୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୮ ଫୁଟ ଉଚ୍ଚତାରେ ରହିଛି ।[୩]
ଇତିହାସ
[ସମ୍ପାଦନା]ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,ପେଟ୍ଲାଦ ସହରର ମୋଟ ଜନସଂଖ୍ୟା ୫୧୧୫୩ ଅଟେ ।[୪] ସେଥି ମଧ୍ୟରୁ ୫୨% ଜଣ ପରୁଷ ହୋଇଥିବା ବେଳେ ୪୮% ଜଣ ନାରୀ ଅଟନ୍ତି । ପେଟ୍ଲାଦର ସାକ୍ଷରତା ହାର ୭୪% ଅଟେ । ଏହା ଜାତୀୟ ହାରଠାରୁ ୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୦% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ઇતિહાસ (History)" (in Gujarati). Anand District Panchayat, Government of Gujarat. Archived from the original on 14 April 2015.
{{cite web}}
: CS1 maint: unrecognized language (link) - ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |