Jump to content

ପେଟ୍‌ଲାଦ

ଉଇକିପିଡ଼ିଆ‌ରୁ
(ପେଟ୍‌ଲାଡ଼ରୁ ଲେଉଟି ଆସିଛି)
ପେଟ୍‌ଲାଦ
ସହର
ଦେଶ ଭାରତ
ରାଜ୍ୟଗୁଜରାଟ
ଜିଲ୍ଲାଆଣନ୍ଦ
Municipality Established1876[]
Elevation
30 m (100 ft)
Population
 (2011)[]
  Total୫୫,୩୩୦
Time zoneUTC+5:30 (IST)

ପେଟ୍‌ଲାଦ ଏକ ଭାରତୀୟ ମ୍ୟୁନିସିପାଲିଟି ସହର ଅଟେ । ଏହା ଗୁଜରାଟର ଆଣନ୍ଦ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ପେଟ୍‌ଲାଦ ୨୨.୪୭୬୮ ଉତ୍ତର ଅକ୍ଷାଂଶ ଓ ୭୨.୭୯୯୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୮ ଫୁଟ ଉଚ୍ଚତାରେ ରହିଛି ।[]

ଇତିହାସ

[ସମ୍ପାଦନା]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,ପେଟ୍‌ଲାଦ ସହରର ମୋଟ ଜନସଂଖ୍ୟା ୫୧୧୫୩ ଅଟେ ।[] ସେଥି ମଧ୍ୟରୁ ୫୨% ଜଣ ପରୁଷ ହୋଇଥିବା ବେଳେ ୪୮% ଜଣ ନାରୀ ଅଟନ୍ତି । ପେଟ୍‌ଲାଦର ସାକ୍ଷରତା ହାର ୭୪% ଅଟେ । ଏହା ଜାତୀୟ ହାରଠାରୁ ୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୦% ପ୍ରତିଶତ ପୁରୁଷ ଓ ୩୨.୧୭% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ପର୍ଯ୍ୟଟନ

[ସମ୍ପାଦନା]
  1. "ઇતિહાસ (History)" (in Gujarati). Anand District Panchayat, Government of Gujarat. Archived from the original on 14 April 2015.{{cite web}}: CS1 maint: unrecognized language (link)
  2. "Census of India Search details". censusindia.gov.in. Retrieved 10 May 2015.
  3. "Directory of Cities, Towns, and Regions in India". Retrieved 27 September 2015.
  4. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]