Jump to content

ପଲିଜେଲିନ

ଉଇକିପିଡ଼ିଆ‌ରୁ
ପଲିଜେଲିନ
Clinical data
Trade namesHaemaccel[]
SynonymsProcessed bovine gelatin
Drug classPlasma expander

ପଲିଜେଲିନ ( ଇଂରାଜୀ ଭାଷାରେ Polygeline), ଏହାର ଏକ ବିକ୍ରୟ ନାମ ହେମାକସେଲ, ହେଉଛି ଏକ ପ୍ରକାର ଇଣ୍ଟ୍ରାଭେନସ୍ କୋଲଏଡ ଯାହା ସ୍ୱଳ୍ପ ପରିମାଣ ଶକ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ରକ୍ତସ୍ରାବ, ତରଳ ପଦାର୍ଥ ହ୍ରାସ ଏବଂ ଅଗ୍ନାଶୟ ପ୍ରଦାହ କାରଣରୁ ଏହା ହୋଇଥାଏ ।[] [] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । []

ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫିଲାଦକ୍‌ସିସ ହୋଇପାରେ ସାଥିରେ ଚକ୍କର, ନିମ୍ନ ରକ୍ତଚାପ, ଏବଂ ହାଇଭ୍‌ସ ; ଯାହା ପ୍ରାୟ ୦.୮% କ୍ଷେତ୍ରରେ ଘଟିଥାଏ ।[] [] [] ଏହା ରକ୍ତର କ୍ରସ୍ ମେଳକ ପରିବର୍ତ୍ତନ କରେ ନାହିଁ ।[] ବୃକ୍‌କ ଜନିତ ସମସ୍ୟାରେ ଏହା ବ୍ୟବହୃତ ହୋଇପାରେ | [] ଗାଈ ହାଡ଼ର ଜେଲାଟିନରୁ ତିଆରି ହୁଏ ।[] [] ଏଥିରେ ସୋଡିଅମ୍ କ୍ଲୋରାଇଡ, ପୋଟାସିଅମ୍ କ୍ଲୋରାଇଡ ଏବଂ କ୍ୟାଲସିଅମ କ୍ଲୋରାଇଡ ମଧ୍ୟ ଥାଏ ।[]

ପଲିଜେଲିନ ପ୍ରଥମେ ୧୯୬୨ ମସିହାରେ ଶିମିଡ୍-ଥୋମ୍ (Schmidt-Thome) ପ୍ରସ୍ତୁତ କରିଥିଲେ ।[] ୟୁରୋପରେ ବ୍ୟବହୃତ ହେଉଥିବାବେଳେ ଏହା ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ହୁଏନି ।[] ଡେକ୍ସଟ୍ରାନ୍ ୭୦ର ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ନାମ ଲିପିବଦ୍ଧ ଅଛି | [] ୨୦୦୫ ସୁଦ୍ଧା ସେଗୁଡିକ ଅତି ମହଙ୍ଗା ନଥିଲା ।[]

  1. 1 2 3 4 5 6 7 Srivastava, RP (December 2020). "Place of Polygeline in Fluid Resuscitation: Focus on Hypovolemic Shock". Indian J Surg. 82: 1229–1234. doi:10.1007/s12262-020-02221-y.
  2. 1 2 3 4 Kong, Fabian (2000). "Haemaccel (Polygeline) Reactions Anaphylaxis or Anaphylactoid?". The Australian Journal of Hospital Pharmacy. 30 (3). doi:10.1002/jppr2000303107. Archived from the original on 16 September 2023. Retrieved 13 September 2023.
  3. 1 2 "Haemaccel". EMC. Archived from the original on 16 September 2023. Retrieved 13 September 2023.
  4. "Polygeline". WHO. Archived from the original on 4 June 2023. Retrieved 13 September 2023.
  5. Barron, Michael (May 2004). "A systematic review of the comparative safety of colloids". Arch Surg. 139 (5): 552. doi:10.1001/archsurg.139.5.552. PMID 15136357.
  6. McNeil, E. L. (6 December 2012). Airborne Care of the Ill and Injured (in ଇଂରାଜୀ). Springer Science & Business Media. p. 138. ISBN 978-1-4684-8679-7. Archived from the original on 16 September 2023. Retrieved 13 September 2023.
  7. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  8. Lake, Carol L.; Booker, Peter D. (2005). Pediatric Cardiac Anesthesia (in ଇଂରାଜୀ). Lippincott Williams & Wilkins. p. 638. ISBN 978-0-7817-5175-9. Archived from the original on 16 September 2023. Retrieved 13 September 2023.