ପଟୋରା ଡେମ
Appearance
ପଟୋରା ଡେମ, ଭାରତୀୟ ରାଜ୍ୟ ଓଡ଼ିଶାର ଜଙ୍କ ନଦୀ ଉପରେ ପଟୋରା ଗ୍ରାମ ସନ୍ନିକଟରେ ନିର୍ମିତ ଏକ ବନ୍ଧ । ଏହା ନୂଆପଡା ଜିଲାରେ ଅବସ୍ଥିତ ଓ ନୂଆପଡା ସହରରୁ ଏହାର ଦୁରତ୍ୱ 18 କିଲୋମିଟର । ଏହି ବନ୍ଧର ଜଳ ନୂଆପଡା ସହରକୁ ପାନୀଯ ଜଳ ଯୋଗାଣ ସହ ଜିଲ୍ଲାର ଅନେକ ଅଞ୍ଚଳକୁ ଜଳସେଚନ ହେଇଥାଏ । [୧]
ପଟୋରା ଯୋଗେଶ୍ୱର ମନ୍ଦିର
[ସମ୍ପାଦନା]ପଟୋରା ବନ୍ଧ ନିକଟରେ ଯୋଗେଶ୍ୱର ମନ୍ଦିର ନାମରେ ଏକ ସୁନ୍ଦର ଶିବ ମନ୍ଦିର ଅଛି ଯାହା ତୀର୍ଥଯାତ୍ରୀଙ୍କ ସହ ପର୍ଯ୍ୟଟକ ମାନଙ୍କ ପାଇଁ ବହୁତ ଆକର୍ଷକ ହେଇଥାଏ । ପଟୋରା ଅଞ୍ଚଳର ପ୍ରକୃତିକ ସୌନ୍ଦର୍ଜ୍ୟ ସହ ମନ୍ଦିର ଦର୍ଶନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । [୨]
ପୁନଶ୍ଚ ଦେଖଣା
[ସମ୍ପାଦନା]- Odisha
- Harishankar Temple
- Nrusinghanath Temple
- Nuapada
- Khariar Road
- Bolangir
- Western Odisha
- Bangomunda
ବାହାର ଲିଙ୍କ
[ସମ୍ପାଦନା]- Odisha Government
- Odisha Tourism Archived 2014-05-28 at the Wayback Machine.
This article about a dam, floodgate or canal in India is a stub. You can help Wikipedia by expanding it. |
- ↑ "The maximum area of Nuapada district are irrigated and people are getting water source for drinking purpose by dam.",http://odishatourismplaces.blogspot.in/2011/08/yogeswar-temple-patora.html
- ↑ http://odishatourismplaces.blogspot.in/2011/08/yogeswar-temple-patora.html