ପଟୋରା ଡେମ

ଉଇକିପିଡ଼ିଆ‌ରୁ
ଯୋଗେଶ୍ୱର ମନ୍ଦିର , ପଟୋରା

ପଟୋରା ଡେମ,  ଭାରତୀୟ ରାଜ୍ୟ ଓଡ଼ିଶାର ଜଙ୍କ ନଦୀ ଉପରେ ପଟୋରା ଗ୍ରାମ ସନ୍ନିକଟରେ ନିର୍ମିତ ଏକ ବନ୍ଧ । ଏହା ନୂଆପଡା ଜିଲାରେ ଅବସ୍ଥିତ ଓ ନୂଆପଡା ସହରରୁ ଏହାର ଦୁରତ୍ୱ 18 କିଲୋମିଟର । ଏହି ବନ୍ଧର ଜଳ ନୂଆପଡା ସହରକୁ ପାନୀଯ ଜଳ ଯୋଗାଣ ସହ ଜିଲ୍ଲାର ଅନେକ ଅଞ୍ଚଳକୁ ଜଳସେଚନ ହେଇଥାଏ । [୧]

ପଟୋରା ଯୋଗେଶ୍ୱର ମନ୍ଦିର[ସମ୍ପାଦନା]

ପଟୋରା ବନ୍ଧ ନିକଟରେ ଯୋଗେଶ୍ୱର ମନ୍ଦିର ନାମରେ ଏକ ସୁନ୍ଦର ଶିବ ମନ୍ଦିର ଅଛି ଯାହା ତୀର୍ଥଯାତ୍ରୀଙ୍କ ସହ ପର୍ଯ୍ୟଟକ ମାନଙ୍କ ପାଇଁ ବହୁତ ଆକର୍ଷକ ହେଇଥାଏ । ପଟୋରା ଅଞ୍ଚଳର ପ୍ରକୃତିକ ସୌନ୍ଦର୍ଜ୍ୟ ସହ ମନ୍ଦିର ଦର୍ଶନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି । [୨]

ପୁନଶ୍ଚ ଦେଖଣା [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

  1. "The maximum area of Nuapada district are irrigated and people are getting water source for drinking purpose by dam.",http://odishatourismplaces.blogspot.in/2011/08/yogeswar-temple-patora.html
  2. http://odishatourismplaces.blogspot.in/2011/08/yogeswar-temple-patora.html